ASIର ଉଚ୍ଚସ୍ତରୀୟ ଟିମ୍ ଆସିବ- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ:-ରତ୍ନଭଣ୍ଡାର ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ହେବ।ASI ଟିମକୁ ଆସିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି’ ।ASIର ଏକ ଉଚ୍ଚସ୍ତରୀୟ ଟିମ୍ ଆସିବ, ରତ୍ନଭଣ୍ଡାର ତଦାରଖ କରିବ’।’ପୁରୁଣା ତାଲିକା ସହ ଏବେର ତାଲିକାକୁ ତୁଳନା କରାଯିବ’।ତୁଳନା ପରେ ସବୁ ଠିକ୍ ଅଛି କି ନାହିଁ ସ୍ପଷ୍ଟ ହେବ ହେବ କହିଚନ୍ତି।