ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା।

0
Spread the love


ନୂଆଁଦିଲ୍ଲୀ:-ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ ।ଫେବ୍ରୁଆରୀ ୨୫ରେ ମହାକାଶରୁ ଫେରିବେ ସୁନୀତା ଓ ବୁଚ୍ ବ୍ଲିମୋର ।୨ ମହାକାଶଚାରୀଙ୍କ ଫେରିବା ନେଇ ନାସା ଦେଲା ସୂଚନା ।ମହାକାଶରୁ ବର୍ତ୍ତମାନ ଉଭୟଙ୍କୁ ଫେରାଇ ଆଣିବା ଅଧିକ ବିପଦ କହିଲା ନାସା।ସପ୍ତାହେ ପାଇଁ ଯାଇଥିବା ଉଭୟ ମହାକାଶରେ ୮ ମାସ ରହିବେ ।ବିନା କ୍ରୁରେ ଅନ୍ତରୀକ୍ଷ ବିମାନ ‘ଷ୍ଟାରଲାଇନର’ ମହାକାଶରୁ ଫେରିବ।ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଭୟ ଫସି ରହିଛନ୍ତି ।

Leave a Reply

Your email address will not be published. Required fields are marked *