ପେନ୍ସନ୍ ନେଇ ଖୁସି ଖବର।
ନୂଆଁଦିଲ୍ଲୀ:-କେନ୍ଦ୍ର କ୍ୟାବିନେଟରେ ପେନସନକୁ ନେଇ ବଡ଼ ନିଷ୍ପଭି।ୟୁନିଫାଏଡ୍ ପେନସନ୍ ସ୍କିମକ୍ରୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ।ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁହେବ ୟୁପିଏସ୍।ବେସିକ୍ ଦରମାର ୫୦ ପ୍ରତିଶତ ପେନସନ୍ ମିଳିବ।୨୫ ବର୍ଷ କାମ କଲେ ପୂରା ପେନସନ୍ ପାଇବେ କର୍ମଚାରୀ।୧୦ ବର୍ଷ କାମ କଲେ ମାସକୁ ୧୦ ହଜାର ପେନସନ୍।ପରିବାର ପେନସନ୍ ୬୦ ପ୍ରତିଶତ ଦିଆଯିବା ନେଇ ନିଷ୍ପତ୍ତ।୨୩ ଲକ୍ଷ ସରକାରୀ କର୍ମଚାରୀ ଏଥିରେ ଲାଭାନ୍ବିତ ହେବେ।ଆସନ୍ତାବର୍ଷ ଏପ୍ରିଲ ୧ରୁ ଲାଗୁ ହେବ ଏହି ପେନସନ୍ ଯୋଜନା।