ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କୁ ଛଳନା କରିଛନ୍ତି ରାଜ୍ୟ ସରକାର- କଂଗ୍ରେସ

0
Spread the love


ଭୁବନେଶ୍ବର:– ନିର୍ବାଚନ ପୂର୍ବରୁ ରାଜ୍ୟ ଭାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଥିବା ସୁଭଦ୍ରା ଯୋଜନା ପ୍ରସଙ୍ଗରେ ବିଜେପି ସରକାରର ଜୁତିକିଥିବା ଅସଲ ଉଦ୍ଦେଶ୍ୟ ଆଜି ପଦାରେ ପଡ଼ିଛି । ଏ ସରକାର ଓଡ଼ିଶାର ସୁଭଦାର ସ୍ୱରୂପା ମା ଭଉଣୀମାନଙ୍କୁ ସୁଭଦ୍ରା ଯୋଜନା ନାମରେ ଭୟାଇଛନ୍ତି, ମିଛ ବ‌ହି ଭୋଟ ଲୁଟିଛନ୍ତି, ଓଳିଛରି ସେମାନଙ୍କୁ ପ୍ରତାରିତ କରିଛନ୍ତି, ସେମାନଙ୍କ ସହିତ ଛଳନା କରିଛନ୍ତି, ସେମାନଙ୍କୁ ଭକୁଆ ବନାଇଛନ୍ତି, ଧୋକା ତେଇଛନ୍ତି, ଭୂଆଁ ବୁଲାଇଛନ୍ତି, ଉପେକ୍ଷା କରିଛନ୍ତି ଏବଂ ସରଳ ମା’ ଭଉଣୀଙ୍କ ବିଶ୍ବାସରେ ବିଷ ଦେଇଛନ୍ତି । କଂଗ୍ରେସର ବରିଷ୍ଠ ନେତ୍ରୀ ସୋନାଲି ସାହୁ କହିଥିଲେ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ୨ ମାସ ଭିତରେ ୫୦ ହଜାର ଟଙ୍କା ଦେବେ ବୋଲି । ସରକାରକୁ ଆସିଲାପରେ ଓଡ଼ିଶାର ମହିଳାମାନେ ସେମାନଙ୍କର ଅସଲ ଚେହେରା ଦେଖୁ ଚଳିତ ଓ ବିସ୍ତିତ ହୋଇଗଲେ । ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ ସୁଭଦ୍ରା ଯୋଜନା ପାଇଁ ଆମ ପାଖେ ଡଙ୍କା ନାହିଁ ଆମେ କେନ୍ଦ୍ରକୁ ଟଙ୍କା ମାଗିଛୁ । ପ୍ରଶ୍ନ ଉଠୁଛି ଯଦି ଦେଇ ପାରିବେନି ତାହେଲେ ପ୍ରତିଶ୍ରୁତି ଦେଇଥୁଲେ କାହିଁକି ? ତାପରେ କହିଲେ ଆମେ ବୁଦ୍ଧିଜୀବିଙ୍କ ମତ ସଂଗ୍ରହ କରୁଛୁ, ତାପରେ କହିଲେ ଖୁବ ଶୀଘ୍ର ଏସପି ଆସିବ, ଚାପରେ କହିଲେ ରଥଯାତ୍ରାରେ ସୁଭଦ୍ରା ଯୋଜନାର ଘୋଷଣା କରା‌ଯିବ । ତାପରେ ଅଗଷ୍ଟ ୧୫ ରେ ଘୋଷଣା କରିବାକୁ କହିଲେ, ତାପରେ କୌଣସି ଫର୍ମ ବାହାଲି ନାହିଁ ବୋଲି କହିଲେ, ତାପରେ ୱେବସାଇଟ ଖୁବଶୀଘ୍ର ଖୁଲିବ ବୋଲି କହିଲେ, ତାପରେ ଇନକମ ସାର୍ଟିଫିକେଟ ଦରକାର ପଡ଼ିବ କି ନାହିଁ ସ୍ଥିର ହୋଇ ନାହିଁ ବୋଲି କହିଲେ । ଏଥିରୁ ଜଣାପଡ଼ୁଛି ଏ ସରକାର ଅସ୍ଥିର ଭଳି ସୁଭଦ୍ରା ଯୋଜନା ମଧ୍ୟ ଅସ୍ଥିଲ । ଖାଲି ସେତିକି ନୁହଁ ତାଙ୍କ ଦଳର ଯଶ୍ୱସାଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ରେ ଏହା ଲାଗୁ ହେବ କହି ତାର ଯଥେଷ୍ଟ ପୂର୍ବରୁ ତରବରିଆ ଭାବରେ କ୍ୟାବିନେଟରେ ଧର୍ମକୁ ଆଖୁଠାଇ ନୀତିରେ କ୍ୟାବିନେଟ ନିଷ୍ପତି ନେଇଗଲେ । କ୍ୟାବିନେଟ ନିଷ୍ପତି ଓ ମୋହନ ସରକାରଙ୍କ ବୟାନ ବାଳି ଭିତରେ କୌଣସି ତାଳମେଳ ନଥୁଲା ଭଳି ପରଲକ୍ଷିତ ହେଉଛି । କ୍ୟାବିନେଟ ନିଷ୍ପତି ଅନୁଯାୟୀ ଏହି ଯୋଜନାରେ ଆଗାମୀ ବର୍ଷ ପାଇଁ ୫୫,୮୨୫ କୋଟି ଟଙ୍କା ଖର୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିରେ ଓଡ଼ିଶାରେ କୁଆଡ଼େ ୧କୋଟି ମହିଳା ଲାଭବାନ ହେବେ ବୋଲି ଲିଖୁତ ଆକାରରେ ଦିଆଯାଇଛି ଯାହା ସରକାରଙ୍କର ଅପରିପକ୍ଵତା ଓ ଅପରିଣାମଦର୍ଶିତାକୁ ପଦାରେ ପକାଇଛି । ଯଦି ତାହା ହୋଇନଥନ୍ତା ତେବେ ଘୋଷଣା ହୋଇଥିବା ୫୫,୮୨୫ କୋଟି ଟଙ୍କାକୁ ପ୍ରଶାସନିକ ଖର୍ଚ ବାବଦକୁ ୫ ବର୍ଷରେ ୫ ହଜାର କୋଟି ଟଙ୍କା ଖର୍ଚ ହୁଏ ତେବେ ବଳକା ୫୦ ହଜାର କୋଟି ଟଙ୍କାରେ ପ୍ରତି ମହିଳାଙ୍କୁ ବର୍ଷକୁ ଦୁଇଟି କିଢିରେ ୧୦ ହଜାର ଟଙ୍କା ଲେଖାଏଁ ଦେଲେ, ଏଥିରେ ଓଡ଼ିଶାର ମାତ୍ର ୧୦ ର ମହିଳା ଉପକୃତ ହେବାର ସମ୍ଭାବନା ଦେଖାଦେଉଛି । ଜଣେ ମହିଳା ବର୍ଷକୁ ୧୦ ହଜାର ଟଙ୍କା ପାଇଲେ ଦିନକୁ ୨୭ ଟଙ୍କାରେ ଯେମିତି ଆର୍ଥିକ ସ୍ଟାବଲମ୍ବି ହେବ ତାହା ସବୁଠୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ପ୍ରଥମେ ବର୍ଷକୁ ୫୦ ହଜାର ଟଙ୍କା ହିସାବରେ ଜଣେ ମହିଳାଙ୍କୁ ୫ ବର୍ଷରେ ୨.୫ ଲକ୍ଷ ଟଙ୍କା ଦେବେ ବୋଲି କହିଲେ, ଦେଲେ ନାହିଁ ପରେ ୨ ବର୍ଷରେ ୫୦ ହଜାର ଟଙ୍କା ହିସାବରେ ୫ ବର୍ଷରେ ୧ଲକ୍ଷ ୨୫ ହଜାର ଟଙ୍କା ଦେବେ ବୋଲି କହିଲେ ଦେଲେ ନାହିଁ, ଏବେ କହୁଛନ୍ତି ୫ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି, ଏ ସରକାର ଅବସ୍ଥା ଯାହା, ୫ ବର୍ଷ ରହିବ କି ଭାଙ୍ଗିବ ତାହା ସବୁଠାରୁ ବଡ ପ୍ରଶ୍ନ । ୨ଲକ୍ଷ ୫୦ ହଜାର ଟଙ୍କା ଦେବାକୁ କହି ୨୭ ଟଙ୍କା ଦେଇ ଓଡ଼ିଶାର ମା’ ଭଉଣୀମାନଙ୍କୁ ଓଇଟା ଠଢି ଦେଲେ । ଓଡ଼ିଶାର ତାଙ୍କ ଦଳର ଛୋଟ ଯଶୁସା ବହିଲେ ଯେ ଏହି ଯୋଜନାରୁ ପ୍ରତି ପଂଚାୟତରୁ ୨୦୦ ଜଣ ମହିଳା ରାଭାନ୍ବିତ ହେବେ । କିନ୍ତୁ ବଜେଟକୁ ଦେଖୁଲେ ଜଣାପଡ଼ୁଛି ପଂଚାୟତ ପିଛା ୧୪୭ ଜଣ ମହିଳା ଲାଭବାନ ହୋଇପାରନ୍ତି ? ଯଦିବା ଛୋଟ ଯଶୁସାଙ୍କ କଥାକୁ ନିଆଯାଏ ତେବେ ଓଡ଼ିଶାର ପଂଚାୟତ ହିସାବରେ ୧୩,୫୮,୮୦୦ ଜଣ ମହିଳା ରାରାନ୍ତିତ ହୋଇପାରନ୍ତି । ବକେଟ କହୁଛି

୧୦ଲକ୍ଷ ଲାଭାନ୍ବିତ ହୋଇପାଇରି, ତେବେ ୧କୋଟି ମହିକା କେଉଁଠୁ ଆଣିଲେ । ଦୁର୍ଗାଗ୍ୟର କଥା କି ଏହି ଯୋଜନାରେ ଅବିବାହିତ ମାନଙ୍କୁ ବାଦ ଦିଆଯାଇଛି । ସବୁଠାରୁ ପୀଡ଼ାଦାୟକ କଥା ହେଉଛି ଦିବ୍ୟାଙ୍ଗ ଓ ୬୦ ବର୍ଷରୁ ଗର୍ତ୍ତ ମହିଳାଙ୍କୁ ଏଥୁରୁ ବାଦ ଦେବା ଓଡ଼ିଶାର ମହିଳାଙ୍କ ପ୍ରତି ସବୁଠୁ ବଡ଼ ପ୍ରତାରଣା ହୋଇଛି । ଯଦି ବିଜେପି ସରକାରରେ ୬୫ ବର୍ଷର ମହିଳା ଅର୍ଥମନ୍ତ୍ରୀ ହେବାପାଇଁ ଯୋଗ୍ୟା, ୭୫ ବର୍ଷର ବୃଦ୍ଧ ଯଶୁସୀ ପ୍ରଧାନମନ୍ତ୍ରୀ ହେବାପାଇଁ ଯୋଗ୍ୟ, ଅବସର ନେଲା ପରେ ମଧ୍ୟ କେନ୍ଦ୍ର ସରକାର ଅନେକ ବ୍ୟକ୍ତିଙ୍କୁ ପୁନଃ ଥଇଥାନ କରି ଆର୍ଥିକ ସହାୟତା ପ୍ରଦାନ କରିବା ଠିକ ତେବେ ଓଡ଼ିଶାର ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ତେବେ ଓଡ଼ିଶାର ୬୦ ବର୍ଷରୁ ଉର୍ଦୁ ମହିଳା ଶୁଭଦ୍ରା ଯୋଜନା ପାଇବାକୁ ଲାଭ ପାଇବା ପାଇଁ ଅଯୋଗ୍ୟ ହେଲେ ଯେମିତି ? ଏଥିରୁ ଜଣାପଡ଼ୁଛି ଭାରତୀୟ ଜନର୍ତାପାଟିର ସରକାର ମହିଳା ମାନଙ୍କୁ ଓ ବରିଷ୍ଠ ନାଗରିକମାନଙ୍କୁ କେତେ ସମ୍ମାନ ଦେଉଛି । ଆର୍ଥିକ ସ୍ୱଚ୍ଛଳଥିବା ମହିଳା ଏଥୁରୁ ବାଦ ପଡ଼ିବେ ବୋଲି କହିଦେଲେ ସିନା କିନ୍ତୁ ଆର୍ଥିକ ସ୍ବଚ୍ଛଳ ମାପିବା ମାନଦଣ୍ଡ କ’ଣ ତାହାତ ସ୍ପଷ୍ଟ କଲେନାହିଁ । ଭାରତୀୟ ଜନତାପାର୍ଟିର ଅଭିଧାନରେ ଆର୍ଥକ ଗୁଚ୍ଛନତାର ସଂଜ୍ଞା କ’ଣ ତାହା ଜଣାନ୍ତୁ । ଏହି ଯୋଜନାରେ ପ୍ରଥମେ ଦିବ୍ୟାଙ୍ଗ, ଅଙ୍ଗନଓ୍ବାଡ଼ି କର୍ମୀ, ଆଶା କର୍ମୀ, ପାଚିକା, ଏମବିଜେ, ବ୍ୟାଙ୍କମିତ୍ର, ସିଆରପି ଏମାନେ ପାଇବାକୁ ଯୋଗ୍ୟ ନା ଅଯୋଗ୍ୟ ତାହା ଉପରେ ସ୍ପଷ୍ଟତା ନାହିଁ ।

କଂଗ୍ରେସର ଅନ୍ୟତମ ନେତ୍ରୀ ଡ. ମନୀଷା ଦାସ ପଟ୍ଟନାୟକ କହିଥିଲେ ଏ ସରକାର ଦିନ ଦ୍ଵିପ୍ରହରରେ ମା’ ଭଉଣୀଙ୍କ ଆଖୁରେ ଧୂନି ଦେଇଛନ୍ତି । ଏମାନଙ୍କର ମହିଳାମାନଙ୍କ ପାଇଁ ନା ଅଛି କିଛି ସମ୍ମାନ ନା ଅଛି କିଛି ଯୋଜନା ଏମାନେ କେବଳ ଭୋଟ ପାଇଁ ମହିଳାଙ୍କୁ ଉପଯୋଗ କରିଛନ୍ତି । ଜାଣିଶୁଣି ଓଡ଼ିଶାର ସ୍ବାଭୀମାନ ମହିଳାମାନଙ୍କ ଆକ୍ରୋଶର ବଂଢିବା ଓ ଆତ୍ମଗୋପନ କରିବାପାଇଁ ଏହି ଯୋଜନାକୁ ତରବରିଆ ଭାବରେ କାର୍ଯ୍ୟକରିବା ପାଇଁ କ୍ୟାବିନେଟରେ ନିଷ୍ପତି ନିଆଗଲା । କିନ୍ତୁ ଏ ଯୋଜନା ପଛରେ ତ୍ରୁଟି ରହିଥ‌ିବା ମହିଳା ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବା, ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବା ପାଇଁ ଯେଉଁ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରାଯାଇଛି ତାହା ଜଳ ଜଳ ହୋଇ ଦେଖାଯାଉଛି । ଯଦି ମହିଳାମାନଙ୍କୁ ଆର୍ଥିକ ସ୍ରାବରନ୍ତି ଓ ସଶକ୍ତିକରଣ କରିବା ଶିଖୁନାହାନ୍ତି କି ଜାଣି ନାହାନ୍ତି ତେବେ ଏ ଭ୍ରଷ୍ଟ ସରକାରକୁ ଆମେ ନିର୍ଦେଶ ଦେଉଛୁ ଦର୍ଣାଟକ ଯାଆନ୍ତୁ, ତେଲେଙ୍ଗାନା ଯାଆନ୍ତୁ । ଦର୍ଶାଟକରେ ଆମେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥଲୁ ସରକାରକୁ ଆସିଲେ ମହିଳାମାନଙ୍କୁ ମାସିକ ୨ ହଜାର ଟଙ୍କା ଦେବୁ ବୋଲି । ସରକାରକୁ ଆସିଲା ପରେ ଆମେ ଆମର ପ୍ରତିଶ୍ରୁତି ରକ୍ଷାକରି ବର୍ଷାଟକର ମା, ଭଉଣୀ ମାନଙ୍କୁ ମାସିକ ହାତଖର୍ଚ ବାବଦକୁ ୨ ହଜାର ଟଙ୍କା ହିସାବରେ ବର୍ଷକୁ ୨୪ ହଜାର ଟଙ୍କା ଓ ୫ ବର୍ଷରେ ୧ଲକ୍ଷ ୨୦ ହଜାର ଟଙ୍କା ଦେଉଛୁ। ଠିକ ସେହିପରି ତେଲେଙ୍ଗାନାର ମହିଳାମାନଙ୍କୁ ହାତଖର୍ଜ ବାବଦ ମାସିକ ୨.୫୦୦ ଟଙ୍କା ହିସଚାରେ ବର୍ଷକୁ ୩୦ ହଜାର ଟଙ୍କା ଏବଂ ୫ ବର୍ଷରେ ୧ଲକ୍ଷ ୫୦ ହଜାର ଟଙ୍କା ଦେଉଛୁ । କଂଗ୍ରେସ ଏକ ଜନମଙ୍ଗଳକାରୀ ସରକାର ହିସାବରେ ଆମର ମା’ ଭଉଣୀମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବାପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥୁକୁ

ତାହା ରଖୁଥ‌ିବା ବେଳେ ଓଡ଼ିଶାର ଭ୍ରଷ୍ଟ ବିଜେପି ସରକାର ଆମର ନିରୀହ ମା’ ଭଉଣୀମାନଙ୍କୁ ୨୭ ଟଙ୍କା ଦେଇ ତାଙ୍କ ଭୋଗ
ଲୁଟି ସେମାନଙ୍କୁ ପ୍ରତାରିତ କରିଛି ।
ଓଡ଼ିଶାର ଗଳି, କନ୍ଦି, ସାହି, ପଡ଼ା, ଦସ୍ଥିତ ସବୁ ମା’ ଭଜଣୀ ମାନଙ୍କୁ ଉଭୟ ଆହ୍ବାନ ଦେଇଥୁରେ କି ଭାରତୀୟ
ଜନତାପାର୍ଟି ପ୍ରତିଶ୍ରୁତି ଦେଇଥିବା ୫୦ ହଜାର ଟଙ୍କା ଭାରତୀୟ ଜନତାପାର୍ଟିଲ ନେତା, ବିଧାୟକ, ସାଂସଦ, ମନ୍ତ୍ରୀ କୁ ଜଗି,
ସଚିବାଳୟକୁ ଯାଇ, ପାର୍ଟି ଅଫିସକୁ ଯାଇ ତାଙ୍କ ହଳ ମାଗନ୍ତୁ । ସେପର୍ଯ୍ୟନ୍ତ ୫୦ ହଜାର ଟଙ୍କା ନପାଇଛନ୍ତି ସେପର୍ଯ୍ୟନ୍ତ
ଭାରତୀୟ ଜନତାପାର୍ଟିର ନେତା, ମନ୍ତ୍ରୀକୁ ଆପଣଙ୍କ ସାହି, ପତ୍ନୀ, ବଢିରେ ପ୍ରବେଶ କଲାଇ ନଦେବାକୁ ଆହ୍ୱାନ ଦେଉଛୁ । ଆମ
ପାଇଁ ପ୍ରତ୍ୟେକଟି ମହିଳା ଅମୁଲ ମୂଲ । ସେମାନଙ୍କର ସ୍ଵାଭିମାନ, ସମ୍ମାନ, ଅଧୁକାର, ସୁରକ୍ଷାର ଦାୟୀତ୍ଵ ନେବାପାଇଁ ଆମେ
ବଦ୍ଧ ପରିକର । ଚିନ୍ତା କରନ୍ତୁନି, ତରକୁଟି ଆମେ ଆପଣଙ୍କ ସହିତ ଅଛୁ ।

Leave a Reply

Your email address will not be published. Required fields are marked *