ପିସିସି ପକ୍ଷରୁ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପାଳିତ।
ଭୁବନେଶ୍ବର:- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରନ୍ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜୟନ୍ତୀ ଉତ୍ସବ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପୂର୍ବତନ ବିଧାୟକ ତଥା ସଂଯୋଜକ ମହମ୍ମଦ ମୋକିମଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ବୃନ୍ଦ ଭୁବନେଶ୍ୱର ରାଜୀବ ଭବନ ପରିସରସ୍ତୁ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ ପରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥୁଲା । ଏଥିରେ ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶ୍ରୀକା ଚାନ୍ତ ଜେନା, ଅନନ୍ତ ପ୍ରସାଦ,ଶିବାନନ୍ଦ ରାୟ, ଯୁଷ୍ଠୀର ଜେନା, ଡ. ବିଶ୍ୱରଞ୍ଜନ ମହାନ୍ତି, ମନୋଗ ମନୋରଞ୍ଜନ ଦାଶ, ଚିନ୍ମୟ,ସୁନ୍ଦର ଦାସ, ଡ. ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଜିତ ଦାଶ, ସୁଶାନ୍ତ ତ୍ରିପାଠୀ, ଲିଙ୍ଗରା ଙ୍ଗରାଜ ସାହୁ,ତରୁଣ ମିଶ୍ର, ମନୋରଞ୍ଜନ ରାଉତରାୟ, ପୃଥଥିବୀ ବଲ୍ଲଭ ପଟ୍ଟନାୟକ, ନଜିବୁର ରହେମାନ ଖାନ,ମିହିର ଆଚାର୍ଯ୍ୟ, ନିରଞ୍ଜନ ନାୟକ, ଆଲୋକ ମହାନ୍ତି, ସୁବ୍ରତ ମହାପା ପାତ୍ର, ରଜୀ ଚୀନ ମହାନ୍ତି,ବାଙ୍କନିଧ୍ ବେହେରା, ଭାସ୍କର ସେଠୀ, ସୁଧାଂଶୁ ମହାନ୍ତି, ସାରଦା ପ୍ରଧାନ, ନଳିନୀକାନ୍ତ ନାୟକ,ବିନ ପାଣି, ତୁଷାରକାନ୍ତ ତପସ୍ୱୀ, ସ୍ଵର୍ଣପ୍ରକାଶ ମିଶ୍ର, ସାଗର ପରିଡ଼ା, କୁଳମଣି ସାହୁ, ସଦାଶିଶିବ ମହାପାତ୍ର, ବସନ୍ତ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।