ବାଂଲାଦେଶ ପରିସ୍ଥିତି ଅଣାୟତ୍ତ ଯୋଗୁ ଓଡ଼ିଶାରେ କଡ଼ା ସୁରକ୍ଷା।

0
Spread the love

ଭୁବନେଶ୍ୱର:-ବାଂଲାଦେଶ ପରିସ୍ଥିତି ଅଣାୟତ୍ତ ଯୋଗୁ ଓଡ଼ିଶା ର ସୀମା ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।୩ ଜିଲ୍ଲାକୁ ଅଧିକ ଆଲର୍ଟ କରାଯାଇଛି। ୩ ଜିଲ୍ଲା ମଧ୍ୟ ରେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ଆଲର୍ଟ ସହ ପୁରୀ ଜିଲ୍ଲାକୁ ମଧ୍ୟ ଆଲର୍ଟ କରାଯାଇଛି। ଏଥି ସହ ତଟ ବର୍ତ୍ତି ଅଞ୍ଚଳ ଗୁଡିକରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଏନେଇ ପୋଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *