ବିଶ୍ୱ ଫଟୋଗ୍ରାଫି ଦିବସ ରେ ନିଆରା କାହାଣୀ,୧୯୬୦ ମସିହାରେ ମିଳିଥିଲା ଫଟୋଗ୍ରାଫାର ନୂତନ ପରିଚୟ।

0
Spread the love


ଇନସାଇଡ ଓଡିଶା:-ବଦଳି ଯାଇଛି ଯୁଗ। ପଚାଶ ବର୍ଷ ତଳେ ଫଟୋ ଉଠାଇବାକୁ ହେଲେ ଷ୍ଟୁଡିଓକୁ ଯିବାକୁ ପଡ଼ୁଥିଲା। ବିବାହ ବାର୍ଷିକୀ, ଜନ୍ମ ଦିନରେ ଫଟୋ ଉଠାଇ ଆଲବମ୍‌ରେ ସାଇତି ରଖୁଥିଲେ। ଭୋଜିଭାତ, ପର୍ବପର୍ବାଣୀରେ ଖୋଜା ପଡ଼ୁଥିଲି କ୍ୟାମେରାମ୍ୟାନ୍। ଏବେ ଜିଟାଲ୍ ଯୁଗରେ ପାଦ ଦେଇଛି ନୂଆ ପିଢ଼ି ହାତ ପାଆନ୍ତାରେ ଫଗେ। ଆଖି ପିଛୁଳାକେ ମୁହୂର୍ଭର ଫଟୋ ମୋବାଇଲରେ କଏଦ ହେଉଛି । ଆଜି ବିଶ୍ଵ ପଟୋଗ୍ରାଫି ଦିବସରେ କିଛି ପୁରୁଣ ପୁରୁଣା ସ୍ମୃତି ଓ ସାଉଁଟା ଫଟୋ ଷ୍ଟୁଡିଓକୁ ନେଇ ଆ ଆଲୋଚନା କରିବା ।

ଖୋଲିବା ବ୍ରହ୍ମପୁର ସହରରେ ଫଟୋ ଷ୍ଟୁଡିଓ ସହ ଏହ ଫଟୋଗ୍ରାଫାର ନୂତନ ପରିଚୟ ମିଳିଥିଲା ୧୯୬୦ ମସିହାରେ । ସେହି ସନ ସମୟରେ ହାତ ଗଣତି ଷ୍ଟୁଡିଓ ହିଥିଲା । ଯାହାକି ଏବେ ବି ଲୋକଙ୍କ ମନରେ ରେ ଉଦ୍‌ଜୀବିତ ହୋଇ ରହିଛି। ଫଟୋ ପ୍ରିଣ୍ଟ କରିବା ରିବା ସହ ଖବର ପରିବେଷଣରେ ଫଖେର ର ବ୍ୟବହାର କରିବା ବଡ଼ ଚ୍ୟାଲେଞ୍ଜ୍ ପାଲଟିଥିଲା। ଆମ ପ୍ରତି ଥିବା ସମ୍ମାନ ଏ ସବୁକୁ ଦୂର କରିଦେଉଥିବା ସେହି ସମୟର ଫଟୋଗ୍ରାଫର ରବୀନ୍ଦ୍ର ମହାରଣା କହିଛନ୍ତି ।

୧୮୧୬ ମସିହାରେ ପ୍ରାନ୍ସର ଆବିଷ୍କାରକ ନିସେଫୋର ନିଏ ୟେ କ୍ୟାମେରାର ଉଦଘାଟନ କରିଥିଲେ । ରେଶମ ନଗରୀ ବ୍ରହ୍ମପୁରରେ ଏହା ୧୯୬୦ ମସିହାରୁ ଏହାର ବହୁଳ ପ୍ରଚାର ପ୍ରସାର ହୋଇଥିଲା। ସେହି ସମୟର ଫଟୋଗ୍ରାଫର ରବିନ୍ଦ୍ର ମହାରଣାଙ୍କ ସୂଚ ସୂଚନା ଅନୁଯାୟୀ, ସହରରେ ପ୍ରଥମ ଫଟୋ ଷ୍ଟୁଡିଓ ଭାବେ ଅର୍ବାନ ବ୍ୟାଙ୍କ୍ ରୋଡରେ ଖୋଲିଥିଲା ତୋଟା ଫଟୋ ଷ୍ଟୁଡିଓ । ଏହାପରେ ପୁରୁଣା ବସଷ୍ଟାଣ୍ଡର ବମ୍ବେ ଷ୍ଟୁଡିଓ, ଆରକେ ଷ୍ଟୁଡିଓ, ପ୍ରକାଶମ ସମ ହଲ ସମ୍ମୁଖରେ ଫାଇନ ଆର୍ଟ ଷ୍ଟୁଡିଓ, ଅଜରା ଫଟୋ ଷ୍ଟୁଡିଓ, ଓରିଏଣ୍ଟାଲ ଷ୍ଟୁଡିଓ ଓ ଷ୍ଟୁଡିଓ ଏକ୍ସ ଖୋଲିଥିଲା। ବର୍ତ୍ତମାନ ଏହା ମଧ୍ୟରୁ ଆରକେ ଓ ଅଜରା ଷ୍ଟୁଡିଓକୁ ଛାଡିଲେ ଅନ୍ୟ ସମସ୍ତ ବନ୍ଦ ହୋଇଯାଇଛି। ସେହି ସମୟରେ ଗୋଟିଏ ରିଲ୍‌ରେ ୮ଟି କଳା ଧଳା ଫଟୋ ଉଠୁଥିଲା। ସେହିପରି ୩ ଟି ପାର୍ସଫଟୋ ପାଇଁ ଗ୍ରାହକଙ୍କୁ ୧୦ ରୁ ୧୨ ଟଙ୍କା ଦେବାକୁ ପଡୁଥିଲା। ୧୯୭୦ ମସିହା ମଧ୍ୟରେ ମିନୋଲ୍ଡ ଅଟୋକର୍ଡ, ୟାସିକା ୧୨୪କି, ରେଲିକର୍ଡ୧୨୦ ଓ ଆଗଫା କ୍ୟାମେରା ବଜାରରେ ରହିଥିଲା। ୧୯୭୩ ମସିହାରେ ବଜାରକୁ ୟାସିକା ଇଲେସ୍କୋ ୩୫ ପ୍ରବେଶ କରିଲା। ଗୋଟିଏ ଥରରେ ୩୬ଟି ନେଗେଟିଭ୍ ରିଲ ସେଥିରେ ରହିଲା । ଏହି କ୍ୟାମେରାରେ କପଲ ରେଞ୍ଜ ଫାଇଣ୍ଡର ରହିଥିଲା। ଗ୍ରୁପ ଫଟୋ ଉଠାଇବାରେ ବେଶ ସହାୟକ ହେଉଥିଲା। ଏହାପରେ ଜେନିଥ କ୍ୟାମେରାର ବଜାର ପ୍ରବେଶ ହୋଇଥିଲା ଏବଂ ପ୍ରଥମ କରି ଫିଲ୍ମ୍ ଫ୍ଲାସ୍ ମଧ୍ୟ ଆସିଲା । ଏହିପରି ସହରରେ ବିଭିନ୍ନ କ୍ୟାମେରା ଷ୍ଟୁଡିଓ ମାଧ୍ୟମରେ ବଜାରକୁ ପ୍ରବେଶ କରିଥିଲା। ଫଟୋ ଉଠାଇବା ଠାରୁ ତାହାକୁ ଧୋଇ ପ୍ରିଣ୍ଟ କରି ଗ୍ରାହକଙ୍କୁ ଦେବା ଥିଲା ବଡ କଷ୍ଟକର । ଅନ୍ଧାର କୋଠରୀରେ ୫ ପ୍ରକାରର ଏସିଡକୁ ମିଶାଇ ଫିଲ୍ମକୁ ଧୋଇ ଫଟୋ ପ୍ରିଣ୍ଟ ହେଉଥିଲା। ସବୁ ସମୟରେ ଲାଇଟ୍ ପାସ ଡର ରହୁଥିଲା । ସ୍ମୃତି ସାଉଣ୍ଟିବା ପାଇଁ ଲୋକଙ୍କ ଯେଉଁ ଯେଭରସା ସା ରହିଥିଲା ସେଥିପାଇଁ ଲାଇଟ୍ ପାସ୍‌ ବଡ ବିପଦ ରହିଥିବା ସେ କହିଛନ୍ତି।

ଉପରେ ସେହିପରି ଅନେକ ଫଟୋଗ୍ରାଫରଙ୍କ ରେ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଖବର କାଗଜ ପ୍ରତିନିଧିମାନେ ନିର୍ଭରଶୀଳ ରହିଥିଲେ। ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଦିନ ପୂର୍ବରୁ ଚିଠି ଆସେ। ସେହିପରି ସ୍ବତନ୍ତ୍ର ଗାଡି ଆସି ସଭାସ୍ଥଳକୁ।

ସଭା ସ୍ଥଳରେ ସଭିଏଁ ଜଗି ରହିଥାତି ଫଟୋଗ୍ରାଫର କେତେବେଳେ ଆସିବ ଓ ଓ ସେହି ସସାଂସ୍କୃତିକ କାର୍ଯ୍ୟକ୍ରମ କୁ କ୍ୟାମେରାରେ କଏଦ କରିବ। ବିଭିନ୍ନ ସମୟରେ ରେ ଅତିଥିଙ୍କ ସହ ଦୁଇରୁ ତିନି ଦିନ ଲଗା ଲଗାତାର ବୁଲିବାକୁ ମଧ୍ୟ ପଡ଼ୁଥିଲେ। ଫଟୋକୁ ପ୍ରିଣ୍ଟ କରି ବସରେ ନ୍ୟୁଜ ସହିତ ପଠାଇବାର ୨ରୁ ୩ଦିନ ଫଠକଙ୍କ ନିକଟରେ ପହଞ୍ଚୁଥିଲା ବେଳେ ବେଳେ ଏକ ସପ୍ତାହ 12 ମଧ୍ଯ ଲାଗୁଥିଲା। ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିଲେ ସଙ୍ଗେ ସଙ୍ଗେ ଗାଡି ଚାଳକ ହାତରେ ଫଟୋ ପଠାଉଥିଲୁ। କିଛି ସମୟ ପାଇଁ ମନ୍ତ୍ରୀମାନେ ମଧ୍ୟ ଫଟୋ ସାଥିରେ ନେବାକୁ ଅପେକ୍ଷା କରୁଥିଲେ। ଫଟୋଗ୍ରାଫ୍‌ର ରବୀନ୍ଦ୍ର ମହାରଣା

Leave a Reply

Your email address will not be published. Required fields are marked *