ଉତ୍କଳ ହସ୍ପିଟାଲ ର ଡାକ୍ତର ମାନଙ୍କ ଦ୍ଵାରା କଳା ବ୍ୟାଚ ପିନ୍ଧି ପ୍ରତିବାଦ।

0
Spread the love


ଭୁବନେଶ୍ଵର:- କଲିକତା R.G.Kar Medical College & Hospital ରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ପ୍ରତିବାଦରେ ଭାରତୀୟ ଚିକିତ୍ସା ସଂଘର ଆହ୍ବାନ କ୍ରମେ ଆଜି ଉତ୍କଳ ହସ୍ପିଟାଲ ଭୁବନେଶ୍ଵର ର ଡାକ୍ତର ମାନେ କଳାବ୍ୟାଚ ପିନ୍ଧି ବିରୋଧରେ ସାମିଲ ହେlଇ ପ୍ରତିବାଦ କରିବାସହ ଧାରଣାରେ ବସିଥଲେ ପରେ ଏକ ମାର୍ଚ୍ଚ କରି ଶୈଳଶ୍ରୀ ବିହାର ଛକ ଆଡ଼କୁ ଯାଇଥିଲେ ପ୍ରାୟ ସମସ୍ତେ stop violence against Doctors,Stand for justice ଲେଖା ଥିବା ପ୍ଲାକାର୍ଡ ଓ ବ୍ୟାନର ଧରି ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ ଏବଂ ଏହି ଘଟଣାର ତ୍ଵରିତ ନ୍ୟାୟ ପାଇଁ ଦାବି ଜଣାଇଛନ୍ତି ।

ଭାରତୀୟ ଚିକିତ୍ସା ମହାସଂଘ ପକ୍ଷରୁ ଦେଶର ସମସ୍ତ ଡାକ୍ତର ମାନଙ୍କୁ ୨୪ ଘଣ୍ଟିଆ ସେବା ପ୍ରତ୍ୟାହାର ପାଇଁ ଆହ୍ଵାନ ଦିଆଯାଇଥିଲା l
ଆଜି ସକାଳ ୬.୦୦ ଠାରୁ ଆସନ୍ତାକାଲି ସକାଳ ୬.୦୦ ପର୍ଯ୍ୟନ୍ତ ସମୟ ମଧ୍ୟରେ ଓପିଡି ସେବା ବନ୍ଦ ରହିବ, ତେବେ casuality ସେବା ଏବଂ ଜରୁରୀ କାଳୀନ ସେବା ଜାରିରହିବ ।

Leave a Reply

Your email address will not be published. Required fields are marked *