ବାନ୍ଧୀଦେ ରାକ୍ଷୀ ଭିଡିଓ ଆଲ୍ ବମ ଲୋକାର୍ପିତ

0
Spread the love


ବ୍ରହ୍ମପୁର:-ବଳରାମ ଆନ୍ନା କ୍ରିଏସନ ଦ୍ୱରା ପ୍ରସ୍ତୁତ ଭିଡିଓ ଆଲବ ବ୍ରହ୍ମପୁର ଭି 2 ସମୁଖ୍ୟ ରେ ଲୋକାର୍ପିତ ହୋଇଯାଇଛି।ଭାଇ ଭଉଣୀର ସମ୍ପର୍କ ,ତ୍ୟାଗ ଓ ରାକ୍ଷୀ ର ମହତ୍ତ୍ଵ କୁ ନେଇ ଅତି ନିଖୁଣ ଭାବେ ନିର୍ମିତ ଓ ସବୁ କଳାକାରଙ୍କ ଦ୍ଵାରା ଅତି ସୁନ୍ଦର ଅଭିନୟ ଆଲବମ ଟି ହୁର୍ଦୟ ସ୍ପର୍ଶ ହୋଇପାରିଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଛନ୍ତି। ପ୍ରୋଜଯକ୍ ପ୍ରୋଦ୍ୟୁମ୍ନ ପାଢ଼ୀ, ନିର୍ଦ୍ଦେଶକ ଜୋକର୍, ଗୀତିକାର ସୁନୀଲ ସାହୁ, ମ୍ୟୁଜିକ ବିନୋଦ ମାଝୀ ଙ୍କ ସଂଯୋଜନା ରେ ଚିରାଗ ଓ ଅର୍ପିତା ଙ୍କ କଣ୍ଠ ଦାନ ଅତି ସୃତି ମଧୁର ହୋଇଛି। ଅଭିନୟ ରେ ମୀରା, ବଳରାମ ଆନ୍ନା, ଅଭିନବ,ଶ୍ରୀୟଆନ୍ସି, ଶ୍ଷମା, ଶାନ୍ତ ଓ ଦୋପ ନିଖିଲ କୁମାର ଙ୍କ ଭୂମିକା ଆକର୍ଷଣୀୟ ହୋଇଛି। ପ୍ରାରମ୍ଭରେ ଅନ୍ୟତମ ଅତିଥି ଗାୟକ , ସାମ୍ୱାଦିକ ସୁଦୀପ କୁମାର୍ ସାହୁ ସଙ୍ଗୀତ ପରିବେଷଣ କରିଥିବା ବେଳେ ରଶ୍ମିତା ଦଳାଇ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *