ବ୍ରହ୍ମପୁର ପ୍ରେସ୍ କ୍ଳବ୍ ନିର୍ବାଚନ ସମାପ୍ତ ଓ ଫଳାଫଳ ଘୋଷଣା।

0
Spread the love


ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ):-ବହୁ ପ୍ରତିକ୍ଷିତ ବ୍ରହ୍ମପୁର ପ୍ରେସ୍ କ୍ଳବ୍ ନିର୍ବାଚନ ସମାପ୍ତ ହୋଇଛି ଓ ସଦ୍ୟ ସମାପ୍ତ ନିର୍ବାଚନ ରେ ଅଶୋକ କୁମାର ବ୍ରହ୍ମା, ସଭାପତି,ଅଭୟ କୁମାର ପାଢୀ, ଉପସଭାପତି, ପ୍ରହଲ୍ଲାଦ ସାହୁ ସମ୍ପାଦକ, ଗୋପାଳ କୃଷ୍ଣ ରେଡି ଯୁଗ୍ମ ସମ୍ପାଦକ ଓ ନାରାୟଣ ପଣ୍ଡା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବ୍ରହ୍ମପୁର ତହସିଲଦାର କ୍ଷୀରୋଦ ବିହାରୀ ନାଗ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ତୁଲାଇଥିଲେ ଓ ଡଃ ରାଜେନ୍ଦ୍ର ରାଜୁ, ମିହିର ତ୍ରିପାଠୀ, ଅଚ୍ୟୁତାନନ୍ଦ ପାଢୀ, ଅରୁଣ କୁମାର ମିଶ୍ର ଓ ଉଦୟ ହୋତା ପ୍ରମୁଖ ନିର୍ବାଚନ ଅଧିକାରୀ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *