ଉତ୍କଳ ହସ୍ପିଟାଲରେ 78 ତମ ସ୍ଵାଧୀନତା ଦିବସ ପାଳନ l
ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି speciality ଉତ୍କଳ ହସ୍ପିଟାଲରେ 78 ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇ ଅଛି l ଏହି ଅବସରରେ ପ୍ରତ୍ୟୁଷରେ ପ୍ରଥମେ ହସ୍ପିଟାଲର ସୁରକ୍ଷା କର୍ମୀ ମାନଙ୍କ ଦ୍ଵାରା ମାର୍ଚ୍ଚଫାଷ୍ଟ ହୋଇଥିଲା ପରେପରେ ଅତିଥି ମାନଙ୍କର ଆଗମନ କରିଥିଲେ l ହସ୍ପିଟାଲର Dean Academics Dr.(Prof) ପ୍ରଫୁଲ୍ଲ କୁମାର ଦାସ ମହୋଦୟ ସମ୍ମାନୀତ ଅତିଥି ଭାବେ ଆମର ଜାତୀୟ ପତାକା(ତ୍ରିରଙ୍ଗା) ଉତ୍ତୋଳନ କରିଥିଲେ ଜାତୀୟ ସଙ୍ଗୀତ ଗାନ ହୋଇଥିଲା l
ଏହି ଅବସରରେ ସେ ବିସ୍ତୃତ ଭାବେ କହିଥିଲେ ଯେ କିପରି ଅlମଦେଶ ସlରlବିଶ୍ୱରେ ଏକ ଅଗ୍ରଣୀ ଦେଶ ଭାବରେ ସମସ୍ତ କ୍ଷେତ୍ରରେ ଦୃତଗତିରେ ଆଗେଇ ଚାଲିଛି l ଏହି ଅବସରରେ ହସ୍ପିଟାଲର ଡାଇରେକ୍ଟର, Dr. Sidhanta kar ,Director, Sree Sailendra Narayan Panda, General Manager maintenance & project, Sree Sekh Sikandar Ali, Dr.Amitav Rath,Dr Susant Pradhan ,Dr.Niharika Pattanaik,M.D.
ଡ଼ ପ୍ରଜ୍ଞାନ ରଞ୍ଜନ ଘଡେଇ ନିଜ ନିଜର ବକୃତl ଉପସ୍ଥାପନ କରିଥିଲେ l
ମୋଟାମୋଟି ଭାବେ ଅତିଥିମାନେ କହିଥିଲେ ଦେଶମାତ୍ରୁକାର ସୁରକ୍ଷା ପାଇଁ ଏବଂ ଭାରତ ଦେଶକୁ ବିଶ୍ଵର ଏକ ଅଗ୍ରଣୀ ଦେଶରେ ପହଞ୍ଚାଇବାପାଇଁ ଉସଚର୍ଗୀ କୃତ ହୋଇ କାମ କରିବା ଉଚିତ୍ l
ଏହି ଅବସରରେ ହସ୍ପିଟାଲର ଶତାଧିକ କର୍ମଚାରି, ରୋଗୀମାନଙ୍କର ପରିବାରର ସଦସ୍ୟ ଓ ସାଧାରଣ ଜନତା ଯୋଗ ଦେଇଥିଲେ l