ମହୁର ଲାଭଦୟାକ ଗୁଣ ଜାଣନ୍ତୁ……

0
Spread the love

.ମହୁକୁ ସ୍ୱାସ୍ଥ୍ୟ ପାଇଁ ବରଦାନ ବୋଲି କୁହାଯାଏ। ମାତ୍ର ସ୍ୱାସ୍ଥ୍ୟ ସହ ମହୁ ଭାଗ୍ୟକୁ ମଧ୍ୟ ଚମକାଇଥାଏ। ମହୁର କିଛି ସ୍ୱତନ୍ତ୍ର ଉପାୟ ଗ୍ରହ ଦୋଷ, ଚାକିରି-ଧନ ଆଦି ସମସ୍ୟାକୁ ଦୂର କରିଥାଏ। ମହୁର ବ୍ୟବହାର ଅଧିକାଂଶ ଲୋକେ କରି ଥାଆନ୍ତି। ପ୍ରାୟ ଅଧିକାଂଶଙ୍କ ଘରେ ଏହା ଉପଲବ୍ଧ। ଏହା ପ୍ରାକୃତିକ ଭାବେ ମିଳିଥାଏ। ସ୍ୱାସ୍ଥ୍ୟ ପାଇଁ ଏହା ଔଷଧ ଭଳି କାମ କରିଥାଏ ।

.ଧାର୍ମିକ କାର୍ଯ୍ୟରେ ମଧ୍ୟ ଏହାର ବ୍ୟବହାର କରାଯାଏ। ପଞ୍ଚାମୃତ ତିଆରି ଠାରୁ ଆରମ୍ଭ କରି ଭଗବାନ ଶିବଙ୍କ ଅଭିଷେକ ପର୍ଯ୍ୟନ୍ତ ମ ହୁର ବ୍ୟବହାର ହୋଇଥାଏ। ତେଣୁ ସ୍ୱାସ୍ଥ୍ୟ ସହ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହୁ ସହ ଜଡିତ ଏପରି କିଛି ଉପାୟ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *