Devotional ଆଜିଠୁ ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ,ଆରମ୍ଭ ହେଲା ଝୁଲଣ ଯାତ୍ରା। Inside Odisha August 14, 2024 0 Spread the love ପୁରୀ: ଆଜିଠୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେବ ଝୁଲଣ ଯାତ୍ରା। ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ହେବ ଝୁଲଣ ଯାତ୍ରା। ଶ୍ରୀଜିଉଙ୍କ ଆଜ୍ଞାମାଳ ପରେ ହେବ ଝୁଲଣ କୁଞ୍ଜ ବିଜେ। ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଝୁଲଣ କୁଞ୍ଜ ବିଜେ କରିବେ ମଦନମୋହନ। ସାତ ଦିନ ଧରି ଚାଲିବ ଝୁଲଣ ଯାତ୍ରା। Post Navigation Previous Maharashtra declared as winner while Delhi bagged the runner-up position.Next ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲା ମାଁ ଗାଈ, ପେଟରୁ ବାହାରିଲା ମୃତ ବାଛୁରୀ More Stories Devotional Odisha State ୧୯ତମ ବାର୍ଷିକ ଶ୍ରୀମହୋଦଧିଙ୍କ ନିତ୍ଯ ସଂଧ୍ଯା ଆଳତୀର ମହୋତ୍ସବର ୧ମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ Inside Odisha November 19, 2024 0 Devotional Odisha State ହିଲପାଟଣା ଦୁର୍ଗା ମଣ୍ଡପରେ ଅଷ୍ଟମ ଦିବସରେ ମା’ ଗୌରୀଙ୍କ ପୂଜା। Inside Odisha October 11, 2024 0 Devotional Odisha State ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ। Inside Odisha October 5, 2024 0 Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment.