ଉତ୍କଳ ହସ୍ପିଟାଲରେ ଅଙ୍ଗଦାନ ଦିବସ ପାଳନ l
ଭୁବନେଶ୍ୱର:-ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି speciality ଉତ୍କଳ ହସ୍ପିଟାଲରେ ଅଙ୍ଗଦlନ ଦିବସ ପାଳନ ହୋଇଯାଇଅଛି l
ଅଙ୍ଗଦାନ ଏକ ମହତ କାର୍ଯ୍ୟ,ମାନବିକତାକୁ ଆଧୁନିକ ବିକାଶସିଳ ମାନବ ସମାଜ ଅନ୍ୟର ଜୀବନ ରକ୍ଷା କରିବା ପାଇଁ ଅଙ୍ଗଦlନ କରିବାରେ ଦ୍ୱିଧା ବୋଧ୍ କରୁନାହିଁ l ଜଣେ ଅଙ୍ଗଦlନକରି 8 ଟି ଜୀବନ ବଞ୍ଚାଇ ପାରିବ l ବିଶ୍ୱରେ ସ୍ପେନ,ଚାଇନା ଏବଂ USA ଅଙ୍ଗଦlନ ଦିଗରେ ଆଗୁଆ ଅଛନ୍ତି ,ଆମଦେଶରେ ପ୍ରାୟ 17 ଲକ୍ଷ୍ୟ ଜନ ସାଧାରଣ ଅଙ୍ଗଦlନ କରିବା ପାଈଁ ପଞ୍ଜିକୃତ ହୋଇଛନ୍ତି l
ଏହାକୁ ଆଖିଆଗରେ ରଖି ରାଜ୍ୟର ପ୍ରମୁଖ ସୁପର ମଲ୍ଟି speciality ଅଙ୍ଗ ପ୍ରତିରୋପଣ
କେନ୍ଦ୍ର ଉତ୍କଳ ହସ୍ପିଟାଲରେ ଏକ ଉତ୍ସାହ ବର୍ଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି twincity ର ଆରକ୍ଷୀ ବାହିନୀର ମୁଖ୍ୟ IPS ,Sri Sanjeeb Panda, ସମ୍ମାନୀତ ଅତିଥି ରାଜ୍ୟ ଅଙ୍ଗଦlନ ସଂସ୍ଥାର(SOTTO) ଡାଇରେକ୍ଟର Prof(Dr) Umakant Satpathy, ଉତ୍କଳ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡ ପ୍ରଜ୍ଞାନ ରଞ୍ଜନ ଘଡେଇ , Dean & Director Academics,Dr. Prafulla Kumar Das, ଡାଇରେକ୍ଟର ମେଡିକାଲ ସର୍ଭିସେସ Dr.ରଞ୍ଜନ କୁମାର ମହାପାତ୍ର,Dr.Satya Prakash Ray Chaudhury,HBP & GI surgeon in surgical Gastroenterology ,Senior consultant Nephrology Dr.Lalat Baruna Patra,Senior consultant Nephrology Dr.Smarak Ranjan Panda, Senior consultant urology Dr.Kali Prasad Mishra, & Senior consultant urology,Dr.Pabitra Kumar Mishra, Mr.Santosh Kumar Sahu,V.P. AIG Hospital Hyderabad ପ୍ରମୁଖ ଯୋଗଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅଙ୍ଗଦlନ କରିଥିବା ସେମାନଙ୍କର ପରିବାର ସଦସ୍ୟ ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା ମାନଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ l ଏହି କାର୍ଯକ୍ରମର ପ୍ରେରଣା ଦାୟକ ଥିଲେ ସୁଦୂର ଆମେରିକାରେ କାର୍ଯ୍ୟରତ ତଥା ବିଶିଷ୍ଟ Invasive Cardiologist ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ, ଡ ଆଦିତ୍ୟ ସାମଲ l
2024 ମସିହାରେ ଆମର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଙ୍ଗଦlନ ଜନ ଜାଗୃତ ଅଭିଯାନ ଚାଲୁଅଛି l