ପୁରୀ ଆଶାକର୍ମୀ ଲାଲକିଲ୍ଲାରେ ଦେଖିବେ ପରେଡ।

0
Spread the love

ପୁରୀ:-ଆସନ୍ତା ୧୫ ଚାରିଖରେ ଦେଶ ପାଳିବ ୭୮ତମ ସ୍ବାଧୀନତା ଦିବସ । ଏଥିପାଇଁ ଦିଲ୍ଲୀରୁ ପଲ୍ଲୀଯାଇ ଚାଲିଛି ପ୍ରସ୍ତୁତି I ସ୍ବାଧୀନତା ଦିସନକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଥିବା ବେଳେ ପୁରା ଜିଲ୍ଲାର ଆଶାକର୍ମୀ ସୁକାନ୍ତି ଜେନାଙ୍କ ପାଇଁ ଏହା ସ୍ମରଣୀୟ ହେବାକୁ ଯାଉଛି! ରାଜ୍ୟର ଏକମାତ୍ର ଆଶାକର୍ମୀ ଭାବେ ଚନ୍ଦନପୁର ଅନ୍ତର୍ଗତ ତଳଳଙ୍ଗ ଗ୍ରାମସ୍ଥିତ ଆତ୍ମସ୍ଥାନ ଆରୋଗ୍ୟ ମନ୍ଦିର ପୁରୀ ସଦରର ଆଶାକର୍ମୀ ସୁଜାନ୍ତିଙ୍କୁ ବିଶେଷ ଅତିଥ୍ ଭାବେ ଲାଳଜିଲ୍ଲାରେ ସ୍ଵାଧୀନତା ଦିବସ ପରେଡ଼ ଦେଖ‌ିବା ଲାଗି ନିମନ୍ତ୍ରଣ ମିଳିଛି।

ଆଶାଦିଦି ସୁକାନ୍ତି ଙ୍କୁ ଦିଲ୍ଲା ଯିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିସନ୍ କାର୍ଯ୍ୟାଳୟରୁ ପତ୍ର ମାଧ୍ୟମରେ ପ୍ରକାଶ କରାଯାଇଛି। ତାଙ୍କର ସମସ୍ତ ଖର୍ଚ୍ଚ ମଧ୍ୟ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ବହନ କରିବେ । ଅଗଷ୍ଟ ୧୩ ତାରିଖରେ

ସୁଜାନ୍ତି ଓ ତାଙ୍କ ଝିଅ ରାଜଧାନୀ ନିମିର ଥିବା ଅନେକ ଯୋଜନାର ଏକ୍ସପ୍ରେସ୍ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିବେ।

Leave a Reply

Your email address will not be published. Required fields are marked *