ବେଦାନ୍ତ ପାଉଁଶ ଡମ୍ପିଂ ପାଇଁ ଅନୁମତି ପୂର୍ବ ସରକାର ନୁହେଁ, ବର୍ତ୍ତମାନର ସରକାର ଦେଇଥିଲେ: ବିଜେଡି

0
Spread the love

ଭୁବନେଶ୍ବର: ବେଦାନ୍ତକୁ ତାର ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ହୋଉଥିବା ପାଉଁଶକୁ ଦମ୍ପିଂ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଦିଆ ଯାଇଥିବା ଅନୁମତି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ମିଛକୁ ଆଜି ବିଜୁ ଜନତା ଦଳ ପଦାକୁ ଆଣିଛି ଆଣିଛି। ଏହି ଘଟଣାରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ବିରୋଧ ପରେ ରେ ରାଜ୍ୟ ସରକାର ପୂର୍ବରୁ ଦେଇଥିବା ଅନୁମତିକୁ ନିକଟରେ ବାତିଲ କରିବା ସହିତ ମନ୍ତ୍ରୀ ଶ୍ରୀ ପୂଜାରୀ ପାଉଁଶ ଡମିଂ ପାଇଁ ପୂର୍ବ ମନ୍ତ୍ରୀ ସୁରେଶ ପୂଜାରୀ ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି।କ୍ଷମତାକୁ ଆସିବାର ମାସେ ଭିତରେ ଘରୋଇ କମ୍ପାନୀକୁ ଅନୁକମ୍ପା।ପରିବେଶ ବଶ ବିଭାଗର କାର୍ଯ୍ୟରେ ରାଜସ୍ବ ମନ୍ତ୍ରୀଙ୍କ ହସ୍ତକ୍ଷେପ କେଉଁ ସ୍ବାର୍ଥରେ?ସରକାର ଅନୁମତି ଦେଇଥିଲେ ବୋଲି ଗଣମାଧ୍ଯମ । ଆଗରେ କହିଥିଲେ I

ଶଙ୍ଖଭବନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର ମନ୍ତ୍ରୀଙ୍କ ଦାବିକୁ ମିଛ ବୋଲି ପ୍ରମାଣିତ କରିଥିଲେ। ରାଜସ୍ବ ମନ୍ତ୍ରୀ ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି। ଜୁନ ଜୁନ ୧୨ ତାରିଖରେ, ରାଜ୍ୟରେ ବିଜେପି ସରକାର ଦାୟିତ୍ବ ଦାୟି ନେଇଥିଲା ବେଳେ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜୁଲାଇ ୧୨ ତାରିଖ ଦିନ ବେଦାନ୍ତକୁ ଝାରସୁଗୁଡା ଜିଲ୍ଲାଗ ଛାର ଲଖନପୁର ବ୍ଲକରେ ଆମାପାଲି ଗ୍ରାମରେ ପାଉଁଶ ଡମିଂ ପାଇଁ ଅନୁମତି ଦେଇଥିଲେ । କେଉଁ ପରିପ୍ରେକ୍ଷୀରେ, ସେ ଦାୟିତ୍ଵ ନେବାର ମାତ୍ର ଏକମା ମାସ ଭିତରେ ବେଦାନ୍ତକୁ ଅନୁମତି ପ୍ରଦାନ କରିଥିଲେ, ତାହା ଅନୁସନ୍ଧାନ ସାପେକ୍ଷ ସରକାରଙ୍କ ଅନୁମତି ପରେ ସେଠାରେ ପାଉଁଶ ଡମିଂ ଆରମ୍ଭ ହୋଇଥିଲା ଯାହା ସ୍ଥ ପରେ, ନଭେମ୍ବ ନଭେମ୍ବର ୪ ତାରିଖରେ, ଦିଆଯାଇଥ‌ିବା ଅନୁମତିକୁ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା I ଏହା ପ ବାତିଲ କରିଥିଲେ I ହା ସ୍ଥାନୀୟ ଜନ ସାଧାରଣଙ୍କ

ପ୍ରଥମେ ତରବରିଆ ଭାବେ ଅନୁମତି ଦେବା, ପରେ ଅନୁମତିକୁ ବାତିଲ କରିବା ଓ ତାପରେ ଅନୁମତି ପୂର୍ବ ସରକାର ଦେଇଥିଲେ ବୋଲି ମନ୍ତବ୍ୟ ଦେବା, ସମଗ୍ର ପ୍ରସଙ୍ଗରେ ମନ୍ତ୍ରୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମନ୍ତ୍ରୀଙ୍କ ଏହି କାର୍ଯ୍ୟ ତାଙ୍କ ଦୋମୁହାଁ ଚରିତ୍ରକୁ ପଦାରେ ପକାଇଥିବା ବେଳେ, ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା ସଦୃଶ୍ୟ ହୋଇଛି। କେଉଁ ଗୁଢ ରହସ୍ୟକୁ ଲୁଚାଇବାକୁ ଯାଇ ମନ୍ତ୍ରୀ ମିଛ କହୁଛନ୍ତି ବୋଲି ଡଃ ସାମନ୍ତସିଂହାର ପ୍ରଶ୍ନ କରିଥିଲେ I

ସେ କହିଥିଲେ, ମନ୍ତ୍ରୀଙ୍କ ଦପ୍ତର ଆରଡିସିଙ୍କ ଦପ୍ତରରୁ ଦପ୍ତରରୁ ଦିଆ ଯାଇଥିବା ଚିଠି ଅନୁଯାୟୀ ୧୦ ନଭେମ୍ବର ଅର୍ଥାତ ଆଜି ପାଉଁଶ ଡମିଂ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏକ ବୈ ବୈଠକ କରୁଛନ୍ତି । ପାଉଁଶ ଡମିଂ ପରିବେଶ ବି ବିଭାଗର କାର୍ଯ୍ୟ ହୋଇଥ ବେଳେ ଶ୍ରୀ ପୂଜାରୀ ରାଜସ୍ବ ବିଭାଗର ମନ୍ତ୍ରୀ ହୋଇ ତାଙ୍କର ତାଙ୍କର କିଛି ବ୍ୟକ୍ତିଗତ ସ୍ବାର୍ଥ ନିହିତ ଥ‌ିବା ସ୍ପଷ୍ଟ ହେଉଛି। ଅନୁକମ୍ପା ପ୍ରଦାନ ପାଇଁ ଏତେ ବ୍ୟଗ୍ର କାହିଁକି, ତାହା ସେ ପରିଧ୍ ବ ବାହାରର ବିଭାଗରେ ମୁଣ୍ଡ ପୁରାଇବା, ଏଥିରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଘରୋଇ କମ୍ପାନୀକୁ ଅହେତୁକ ସ୍ପଷ୍ଟ କରିବା ଦରକାର ବୋଲି ଡଃ ସାମନ୍ତସିଂହାର କହିଥିଲେ।

Leave a Reply

Your email address will not be published. Required fields are marked *