ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟାକାଣ୍ଡ ଅଭିଯୁକ୍ତ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଆଦେଶ।

0
Spread the love

ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ଗତ ୨୦୧୩ ଜାନୁଆରୀ ୨୯ ତାରିଖ ରେ ଗୋଷାଣୀ ନୁଆଁଗାଁ ରେ ଘଟିଥିବା ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟାକାଣ୍ଡ ରେ ଅଭିଯୁକ୍ତ ମାନେ ଜେଲ୍ ଯାଇ ଜାମିନ ରେ ଆସିଥିଲେ। କିନ୍ତୁ ଅନ୍ୟ ଜଣେ ଅଭିଯୁକ୍ତ ମୌଜ ମିଶ୍ର ବର୍ତ୍ତମାନ ପଳାତକ ଘୋଷିତ ହୋଇଛି। ଆଜି ମକଦ୍ଦମାର ରାୟ ପ୍ରକାଶ କରି ଗଞ୍ଜାମ ଜିଲ୍ଲା ଜଜ୍ ୧୧ ଜଣ ଅଭିଯୁକ୍ତ ଯଥା ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ସାହୁ, ଟୁକୁନା ବେହେରା, ବାବାଜୀ ରଣା, ରାକେଶ ପଣ୍ଡା, ମୃତ୍ୟୁଞ୍ଜୟ ସାବତ, ଗଣେଶ ପାଣିଗ୍ରାହୀ,ସେକ୍ ଜାଫିର, ଶଙ୍କର୍ଷଣ ପାଢ଼ୀ ,ବୁଡୁ ଦାସ ଓ ଶଙ୍କର ବେହେରା ପ୍ରମୁଖ ଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *