ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ ବାତ୍ୟା।

0
Spread the love

ଭୁବନେଶ୍ୱର:-ପୁରୀ ଓ ସାଗର ଦ୍ବୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ।ଭଦ୍ରକ ଓ କେନ୍ଦ୍ରାପଡ଼ା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ।ଲ୍ୟାଣ୍ଡଫଲ ନେଇ ନୂଆ ଗତିପଥ ଜାରି କଲା IMD।୨୪ ତାରିଖ ରାତି ଓ ୨୫ ସକାଳେ କରିବ ଲ୍ୟାଣ୍ଡଫଲ।ପବନର ବେଗ ୧୦୦ରୁ ୧୧୦କିମି ରହିବା ସମ୍ଭାବନା।

Leave a Reply

Your email address will not be published. Required fields are marked *