ସମ୍ବଲପୁରରେ ସହର ରେ ବୋମା ଆତଙ୍କ।

0
Spread the love

ସମ୍ବଲପୁର:-ସମ୍ବଲପୁର ଅଇଁଠାପାଲି ଛକରେ ବୋମା ଆତଙ୍କ।ସନ୍ଦିଗ୍ଧ ଟ୍ରଲି ବ୍ୟାଗକୁ ନେଇ ବୋମା ଆତଙ୍କ।ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍‌ର ତନାଘନା।ଟ୍ରଲି ବ୍ୟାଗରୁ ବାହାରିଲା କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।ତେବେ କିଏ ଜାଣିଶୁଣି ବ୍ୟାଗ୍ ଛାଡ଼ିଥିଲା ନା ଅଜାଣତରେ ଛାଡ଼ିଥିଲା ଅସ୍ପଷ୍ଟ।

Leave a Reply

Your email address will not be published. Required fields are marked *