ଗଜପତି କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା।

0
Spread the love

ଗଜପତି:-ବସ୍ ଓ ପିକ୍‌ଅପ ଭ୍ୟାନକୁ ଧକ୍କା ଦେଲା ଆଉ ଏକ ବସ୍‌।ପିକ୍‌ଅପକୁ ଧକ୍କା ଦେଇ ୨୦ ଫୁଟ୍‌ ତଳକୁ ଓଲଟିଲା ବସ୍।ଉଭୟ ବସ୍‌ରେ ଥିବା ୨୦ ଯାତ୍ରୀ ଗୁରୁତର ଆହତ।୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର।ରାସ୍ତା କଡ଼ରେ ବସ୍‌ ଓ ତା’ଆଗରେ ଥିଲା ପିକ୍‌ଅପ।

Leave a Reply

Your email address will not be published. Required fields are marked *