ରାଜ୍ୟ BJP ସାଙ୍ଗଠନିକ ନିର୍ବାଚନ ଅଧିକାରୀ ନିଯୁକ୍ତ।

0
Spread the love

ଭୁବନେଶ୍ୱର:-ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିର୍ବାଚନ ଅଧିକାରୀ।ସହ ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ୱ।ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁକେଶି ଓରାମ, ଯତୀନ ମହାନ୍ତିଙ୍କୁ ସହ ନିର୍ବାଚନ ଅଧିକାରୀ ଦାୟିତ୍ବ।ଅକ୍ଟୋବରରେ ହେବ BJPର ସାଙ୍ଗଠନିକ ନିର୍ବାଚନ।ନିର୍ବାଚିତ ହେବେ ବୁଥ ସଭାପତିଠୁ ଆରମ୍ଭ କରି ରାଜ୍ୟ ସଭାପତି।

Leave a Reply

Your email address will not be published. Required fields are marked *