ବାତ୍ୟା ପାଇଁ ୨୪ ଯାଏଁ ଛୁଟି ବାତିଲ।

0
Spread the love

ବ୍ରହ୍ମପୁର:-୨୪ ଯାଏ BeMC କର୍ମଚାରୀଙ୍କ ଛୁଟି ବାତିଲ। ବାତ୍ୟାକୁ ନେଇ ବ୍ରହ୍ମପୁର ମହାନଗର ନିଗମର ନିଷ୍ପତ୍ତି।ବାତ୍ୟା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗକୁ କରାଗଲା ସଜାଗ।ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବେ ଡେପୁଟି କମିଶନର। ବିଇଏମସି ମେୟର ସଂଘମିତ୍ରା ଦଳେଇଙ୍କ ସୂଚନା।

Leave a Reply

Your email address will not be published. Required fields are marked *