ଉତ୍ତର ଆଣ୍ଡାମାନ ସାଗର ଉପରେ ଜମାଟ ବାନ୍ଧୁଛି ମେଘ ଖଣ୍ଡ।

0
Spread the love

ଭୁବନେଶ୍ୱର:-ଆସିଲା ବାଦଲ ଅଧିକ ସଂଗଠିତ ହେଉଥିବାର ଦୃଶ୍ୟ।ଧୀରେ ଧୀରେ ଲଘୁଚାପର ରୂପ ନେଉଛି ଘୂର୍ଣ୍ଣିବଳୟ।ଆସନ୍ତାକାଲି ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ।ଅଧିକ ଘନ ଆସ୍ତରଣ ସୃଷ୍ଟି କରୁଛନ୍ତି ମେଘଖଣ୍ଡ।ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଜଣାପଡ଼ିବ ବାତ୍ୟାର ରୂପ।

Leave a Reply

Your email address will not be published. Required fields are marked *