ବିଜେଡ଼ି ବିଧାୟକ ଶାରଦା ନାୟକଙ୍କ ବିସ୍ଫୋରକ ବୟାନ।

0
Spread the love

ଭୁବନେଶ୍ୱର-ବିଜେଡ଼ିର ବରିଷ୍ଠ ନେତାଙ୍କ ଅସନ୍ତୋଷ ନେଇ ପ୍ରତିକ୍ରିୟା।ବିଜେଡ଼ିରେ ଲାଗିଥିବା ଅସନ୍ତୋଷକୁ ତିଆରି କରାଯାଇଛି।ଅସନ୍ତୋଷ ସବୁଠି ଥାଏ , ସବୁ ଦଳରେ ଅସନ୍ତୋଷ ଅଛି।ଟ୍ରେନ ଯିବାବେଳେ କିଛି ଲୋକ ଚଢ଼ନ୍ତି କିଛି ଓହ୍ଲାନ୍ତି।ସମୟ ବଡ଼ ବଳବାନ , ଦେଖନ୍ତୁ ଆଗକୁ କ’ଣ ହେଉଛି: ଶାରଦା ନାୟକ।

Leave a Reply

Your email address will not be published. Required fields are marked *