ବନ୍ଧରେ ବୁଡି ନାବାଳକ ମୃତ୍ୟୁ।

0
Spread the love

ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ବ୍ଳକ ଅନ୍ତର୍ଗତ ୟୁଡିଏସପୁର ପଂଚାୟତର ନନ୍ଦନାପଲ୍ଲୀ ବନ୍ଦରେ ବୁଡି ଜଣେ ନାବାଳକ ବୁଡି ମୃତ୍ୟୁ ବରଣକରିଛନ୍ତି l ମୃତକ ହେଲେ ସଦାଶିବ ଗ୍ରାମର ତାରିଣୀ ଚରଣ ଶତପଥୀଙ୍କ ଏକମାତ୍ର ପୁଅ ଦେବୀଦତ୍ତ ଶତପଥୀ (16)l ଆଜି ପ୍ରାୟ ଏକଘଣ୍ଟ ସମୟରେ ନିକଟସ୍ଥ ନନ୍ଦନାପଲ୍ଲୀ ଗ୍ରାମର ବନ୍ଧରେ ଗାଧେଉଥିବା ବେଳେ ବୁଡିଯାଇଥିଲେ l ସେଠାରେ କିଛି ଲୋକ ଦେଖି ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଖଣ୍ଡିଦେଉଳି ମେଡିକାଲ ନେଇଥିବା ବେଳେ ଡାକ୍ତରଙ୍କୁ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ମୃତ୍ୟୁ ଦେବୀଦତ୍ତ ଜଣେ ମେଧାବୀଛାତ୍ର ଥିବା ବେଳେ,ମେଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲାପ କରିଛନ୍ତି l. ସେ ଏକ ମାତ୍ର ପୁଅ ଥିବା ବେଳେ ତିନି ଭଉଣୀ ଅଛନ୍ତି l

Leave a Reply

Your email address will not be published. Required fields are marked *