ମହିଳା କନେଷ୍ଟ ବଳ ଉପରେ ଚଢ଼ିଗଲା ବସ।

0
Spread the love

ତିର୍ତ୍ତୋଲ:ଦିନକୁ ଦିନ ନନ ଷ୍ଟପ ବସ ଗୁଡିକ ବେପରୁଆ ଗାଡି ଚାଳନା ଯୋଗୁ କଟକ ପାରାଦୀପ ରାସ୍ତରେ ଅନେକ ଦୃଘଟଣା ଘଟିବାରେ ଲାଗିଛି ଆଜି ତିର୍ତୋଲ ସରଣୀ ଛକ ସଡ଼କ ଠାରେ ଜଣେ ମହିଳା କନେଷ୍ଟବଳ ଉପରେ ଆନନ୍ଦ ବସ ଚଢ଼ୀ ଯିବା ଦ୍ୱାରା ବସ ଘଟଣା ସ୍ଥଳରେ ମହିଳା କନେଷ୍ଟବଳ ମୃତ୍ୟ ଘଟିଛି । ଦୃଘଟଣା ଘଟଇଥିବା ବସ ଆନନ୍ଦ ବୋଲି ଜଣା ପଡିଛି।ମୃତ ମହିଳା କନେଷ୍ଟବଳ ହେଲେ ତିର୍ତ୍ତୋଲ ଥାନାର କାର୍ଯ୍ୟରତ ସୁରୁ ଜାମୁଣ୍ଡା।
ତୁରନ୍ତ ଲୋକ ମାନେ ପାଖ ଅଗ୍ନିଶ୍ରମ।ବିଭାଗ କୁ ଫୋନ କରି ଦୃଘଟଣା ଗ୍ରସ୍ତ କନେଷ୍ଟ ବଳକୁ ସ୍ଥାନୀୟ ମଣିଜଙ୍ଗା ଚିକିତ୍ସାଳୟ କୁ ନିଆ ଯାଇଛି।

Leave a Reply

Your email address will not be published. Required fields are marked *