ହ୍ୟାପି ମୁମେଣ୍ଟସ ର ଶ୍ରାବଣ ମହୋତ୍ସବ।
ରାଉରକେଲା:-ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପକ୍ଷରୁ ବଡ ଆଡମ୍ବର ରେ ଭଞ୍ଜ ଭବନ ଠାରେ ଆୟୋଜିତ କରାଯାଇଛି.ପ୍ରତିଷ୍ଠାତା ରାଜେନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଓ ରଶ୍ମିତା ପଣ୍ଡା ଆୟୋଜନ ହୋଉଥିଲା. ଏହି କାର୍ଯ୍ୟକ୍ରମ ରେ ଅତିଥି ରୁପେ ଶିକ୍ଷାବିତ ନରେଶ ଆର୍ଯ୍ୟ, ଉମାକାନ୍ତ ପଣ୍ଡା, ସୁକାନ୍ତ ଖୁଣ୍ଟିଆ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ.ଶ୍ରାବଣ Sidd ଆଧାର କରି ଚିତ୍ରାଙ୍କନ ନାଚ ଗୀତ ମୋଡେଲିଙ୍ଗ ରାଇମ୍ସ ସହ ଶ୍ରାବଣ ଭିତ୍ତିକ କବିତା ଆସର ହୋଇଥିଲା.ସମସ୍ତ କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା.ଶସ୍ମିତା ପ୍ରଧାନ,ଗ୍ରେସୀ ଡାଭିଡ, ଶରତ ପଣ୍ଡା, ତପସ୍ୱିନୀ,ପ୍ରତିଯୋଗିତାରେ ମୂଲ୍ୟାଙ୍କନ କରିଥିଲେ.ଜ୍ୟୋତିର୍ମୟ ଆଚାର୍ଯ୍ୟ, ସୁସ୍ମିତା ମହା ପାତ୍ର,ସସ୍ମିତା ପାତ୍ର,ମିନାକ୍ଷୀ ପାତ୍ର, ପିନାକୀ ବୋଷ,ଆନନ୍ଦ ସୁନା, ସତ୍ୟବାନ ସାହୁ,ଧନଞ୍ଜୟ ଚୌଧୁରୀ, ବାସନ୍ତୀ ହନୁମାନ,ମନୋଜ ପଟନାୟକ, ସୁଧା ପାଣ୍ଡେ,ଆକାଶ ମୁଣ୍ଡାରୀ, ଇ ଚୈତନ୍ୟ,ଇନ୍ଦିରା ପଣ୍ଡା, ଭାଗିରଥି ଶତପଥୀ,ସରୋଜ ମହାନ୍ତି ଙ୍କୁ ସର୍ବଶ୍ରେଷ୍ଠ ଗୁରୁ ସମ୍ମାନ ଦିଆଯାଇଥିଲା,ଦୀର୍ଘ ସାତ ବର୍ଷ ଧରି ଅନୁଷ୍ଠାନ ମାଧ୍ୟମରେ କାର୍ଯ୍ୟକ୍ରମ କରାହୋଇଛି.ରଶ୍ମିତା ପଣ୍ଡା, ଦିବାକର ଦାସ,ରଞ୍ଜନ ସାହୁ, ମାନସୀ ଘୋଷ, ଅଜୟ ନାୟକ ସହଯୋଗ କରିଥିଲେ.ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପରିବାର ଆନନ୍ଦ ବାଣ୍ଟିବାର ପ୍ରୟାସ ଜାରି ରଖିଛି. ଶେସରେ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।