ବଜ୍ରପାତରେ ଭାଙ୍ଗିଲା ଶୈବପୀଠ ଅଳେଶ୍ୱରଙ୍କ ଦଧିନଉତି।

0
Spread the love

ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ବ୍ଳକ ଅନ୍ତର୍ଗତ ପ୍ରୟାଗି ସ୍ଥିତ ଅଳେଶ୍ୱର ଶୈବପୀଠରେ ବଜ୍ରପାତ ବାଜି ମନ୍ଦିରର ଦଧିନଉତି ଭାଙ୍ଗିଯାଇଥିବା ଜଣାପଡିଛି l ସର୍ବ ପୁରାତନ ଶୈବପୀଠ ହୋଇଥିବା ବେଳ ବର୍ତମାନ ମନ୍ଦିରର ନିର୍ମାଣ କାର୍ଯ୍ୟଚାଲିଥିବା ବେଳେ ଏହି ଘଟଣା ଘଟିଛି l ଗତ ତିନିଦିନ ତଳେ ଅଳେଶ୍ଵର ରାସ୍ତାରେ ଜଣେ ଚାଷୀ ବ୍ରଜପାତ ମାଡ଼ରେ ମୃତ୍ୟୁ ବରଣ କରିଥିଲେ l

Leave a Reply

Your email address will not be published. Required fields are marked *