ବୈଦ୍ୟନାଥ ପୁର ଥାନା ପୋଲିସ୍ ର ଜୁଆ ଆଡ୍ଡା ଚଢାଉ, ୬ଜୁଆଡ଼ି ଗିରଫ,୨ଲକ୍ଷ ୧୮ ହଜାର ଜବତ।

0
Spread the love

ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବାସୁଦେବ ନଗର ତୃତୀୟ ଲାଇନ ସ୍ଥିତ ଏକ ଆପାଟମେଣ୍ଟରେ ଚାଲି ଥିବାଜୁଆ ଆଡ୍ଡାରେ ବୈଦ୍ୟନାଥପୁର ଥାନା ଅଧିକାରୀଣି ସୁଚିତ୍ରା ପରିଡ଼ା ଙ୍କ ନେତୃତ୍ୱରେ ଚଢ଼ାଉ କରି ୬ଜୁଆଡ଼ିଙ୍କୁ ଗିରଫ କରି ୨ଲକ୍ଷ ୧୮ ହଜାର ୩୪୦ ଟଙ୍କା , ୬ଟି ମୋବାଇଲ ୩ଟି ମୋଟରସାଇକେଲ ଜବତ କରିଥିବା ନେଇ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।*

Leave a Reply

Your email address will not be published. Required fields are marked *