ଚୋରି ହୋଇଥିବା 8 ଟି ବାଇକ ଉଦ୍ଧାର କଲା ପୋଲିସ ସମ୍ପୃକ୍ତ ମାଲିକଙ୍କୁ କରିଲେ ହସ୍ତାନ୍ତର। ହଜିବା ବାଇକ ପାଇ ପୁଲିସକୁ ଜଣାଇଲେ ଧନ୍ୟବାଦ ବହୁ ଲୋକ।

0
Spread the love

ବ୍ରହ୍ମପୁର(କପିଳ ପାଢ଼ୀ):-ହଜିଥିବା ବାଇକକୁ ଉଦ୍ଧାର କରିଲା ପୁଲିସ.।ଗତ 6 ମାସ ହେଲା ବ୍ରହ୍ମପୁରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିଲା ବାଇକ। ଏ ନେଇ ସମ୍ପୃକ୍ତ ବାଇକ ମାଲିକମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ହଜିଥିବା 8 ଟି ବାଇକକୁ ଉଦ୍ଧାର କରି ସମ୍ପୃକ୍ତ ମାଲିକଙ୍କୁ ହସ୍ଥାନ୍ତର କରିଥିବା ଏସ ପି ଡାକ୍ତର ସର୍ବଣା ବିବେକ ଏମ କହିଛନ୍ତି।ସେପଟେ ହଜିଥିନା ବାଇକ ଫେରି ପାଇ ଥିବାରୁ ସମ୍ପୃକ୍ତ ମାଲିକ ଖୁସି ଜାହିର କରିବା ସହ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *