ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ଗଂଜାମ ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମିଳନୀ

0
Spread the love


ଅଳ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ତରଫରୁ ପ୍ରଥମ ଥର *ସାଧାରଣ ଅଧିବେଶନ* ବ୍ରହ୍ମପୁର ସହର ଗେଟ ବଜାର ନିକଟସ୍ଥ *ଏନଜିଓ ହଳ* ଠାରେ ରାଜ୍ୟ ଅଧକ୍ଷ *ଚିନ୍ତାମଣି ନାୟକ* ଙ୍କ *ନେତୃତ୍ୱ* ରେ ଅନୁଷ୍ଠିତ ହୋଇଥିଲା । ଏହି ସଭା ରେ ଶ୍ରୀ *ମନୋରଞ୍ଜନ ନିମାଇ* *ସଭାପତିତ୍ୱ* କରିଥିଲେ, ସାଧାରଣ ସମ୍ପାଦକ *ରୋହିତ କୁମାର ନାୟକ* ସାଧାରଣ *ବିବରଣୀ ପାଠ* କରିଥିଲେ । ଉକ୍ତ ସଭା କୁ *ଉଦଘାଟକ* ରୂପେ *ଧରାକୋଟ ତାଳୁକା* ସଭାପତି ଶ୍ରୀ *ବାସୁଦେବ ନାୟକ* *ପ୍ରଦୀପ ପ୍ରଜ୍ୱଳନ* କରି *ଉଦଘାଟନ* କରିଥିଲେ ।ସାନମାନିତ ଅତିଥି ରୂପେ *ରାଜ୍ୟ ସଭାପତି* ଶ୍ରୀ *ଗୋପୀନାଥ ନାୟକ*,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ *ଅଶୋକ କୁମାର ନାୟକ*,ବ୍ରହ୍ମପୁର *ହାଡ଼ିକୁଳ ମହାସଂଘ* ସଭାପତି ଶ୍ରୀ *ସୁକାନ୍ତ ମୁଖୀ*,କାର୍ଯ୍ୟକାରୀ ସଭାପତି ଶ୍ରୀ *ଦେବେନ୍ଦ୍ର ଘଡ଼େଇ*,*ଘୁମୁସର ତାଲୁକା* ସଭାପତି ଶ୍ରୀ *ତୀର୍ଥବାସି ଚୌଧୁରୀ*,*ବୁଗୁଡ଼ା* ସଭାପତି ଶ୍ରୀ *ବାବାଜୀ ନାୟକ* ପ୍ରମୁଖ *ମଂଚାସୀନ* ହୋଇ *ଦଳିତ,ନିଷ୍ପେସିତ,ଲାଂଛିତ,ଶୋଷିତ,ଅବହେଳିତ* ରେ ଥିବା ସମସ୍ତ *ଦଳିତ ସମାଜ* ଉଦେଶ୍ୟ ରେ *ଆଲୋକପାତ କରିଥିଲେ* ଏବଂ *ଆଗାମୀ ଦିନ* ରେ *ନିଜର ହକ* ତଥା *ଅଧିକାର ସରକାରଙ୍କ* ନିକଟରେ *ପହଂଚାଇବା* ପାଇଁ ସମସ୍ତଙ୍କୁ *ସଂକଳ୍ପ* କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦନାରଦନ ଘଡେଇ,ପିତାମ୍ବର ବେହେରା,ଜ୍ୟୋତିନ୍ଦ୍ର ଘଡେଇ,ସୁରଥ ନନ୍ଦ,ସୁକାନ୍ତ ଘଡେଇ,ମହେଶ୍ୱର ଚୌଧୁରୀ,ଦିଲୀପ ହାତୀ,ପ୍ରଦୀପ ହାତୀ,ବିକାଶ ନାୟକ,ରାଜେଶ ନାୟକ,ଭାସ୍କର ବାଙ୍ଗାରୀ ଏବଂ *ଗଂଜାମ ଜିଲ୍ଲା* ର *ସମସ୍ତ ଗ୍ରାମ**,*ସୋରଡ଼ା,ବଡ଼ଗଡ଼,ଭଞ୍ଜନଗର,ନୂଆଗାଁ,ପୋଲସରା,ବୁଗୁଡ଼ା,ଆସ୍କା,ଛତ୍ରପୁର,ଦିଗପହଣ୍ଡି,ଚିକିଟି,ପାତ୍ରପୁର,ଜରଡ଼ା,ଭିଷ୍ମଗିରି,ସିନ୍ଧବା,ଲଷ୍ମୀନୃସିଂହପୁର,ବରମୁଣ୍ଡଳୀ,ମାଣିକ୍ୟପୁର,କଞ୍ଚୁଡୁ,ଖଲ୍ଲିକୋଟ,ବିକ୍ରମପୁର,ପୁରୁଶତ୍ତମପୁର,ନିମଖଣ୍ଡି,ନିମଖଣ୍ଡିପେଣ୍ଟ* ସମେତ *ସମଗ୍ର ବ୍ରହ୍ମପୁର ସହର* ର *ସାହି ବାସିନତା* ଯୋଗ ଦେଇଥିଲେ ଶେଷରେ *ବଡ଼ଗଡ଼* ନିବାସୀ *ସାଧୁ ଅଲେଖ ମହିମା* ପ୍ରଚାରକ ଧନ୍ୟବାଦ ସହ *ସଭା ସାଙ୍ଗ* କରିଥିଲେ ।

Leave a Reply

Your email address will not be published. Required fields are marked *