ସମଲେଶ୍ୱରୀ ମନ୍ଦିରରେ ରିଲ୍ସ ଓ ଫଟୋ ଉଠାଇବା ମନା । ପ୍ରି ୱେଡିଂ ଏବଂ ଅନ୍ୟାନ୍ୟ ଭିଡିଓଗ୍ରାଫି ଉପରେ କଟକଣା।

0
Spread the love

ସମ୍ବଲପୁର:- ମନ୍ଦିର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଟ୍ରଷ୍ଟବୋର୍ଡ । ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ଏହି ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ମନ୍ଦିର ପରିସର ଓ ପ୍ରକଳ୍ପ ଅଂଚଳରେ ନାଚ, ରିଲ୍ସ, ପ୍ରିଓ୍ବେଡିଂ ବାହାନାରେ ଅଶ୍ଳିଳତା ପ୍ରଦର୍ଶନ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନଜରରେ ରଖି ଏଭଳି ନିୟମ ଆଣିଛି ମାଆ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ।

Leave a Reply

Your email address will not be published. Required fields are marked *