ସୃଜନୀ ର ବାର୍ଷିକ ଉତ୍ସବ ଓ ସମ୍ମାନ ସମାରୋହ ଅନୁଷ୍ଠିତ।

0
Spread the love

ବ୍ରହ୍ମପୁର:-ସଂସ୍କୃତି ଭବନ ପରିସରରେ ସ୍ଵେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ସୃଜନୀ ର ବାର୍ଷିକ ଉତ୍ସଵ ସହ ସମ୍ମାନ ସମାରୋହ ପ୍ରତିଷ୍ଠାତ୍ରି ତଥା ସଭାପତି ବନ୍ଦିତା ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ବହୁ ପ୍ରତିଭା ଧାରୀ ବ୍ୟକ୍ତିତ୍ଵ ଙ୍କୁ ସମ୍ମାନିତ କରା ଯାଇଥିଲା ।ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜେପି ସଭାପତି ଡ଼ା ସୁବାସ ଚନ୍ଦ୍ର ସାହୁ, ଡି ଆ ଇ ଟି ସଭାପତି ସନ୍ତୋଷ ପରିଡ଼ା, ବରିଷ୍ଠ ଶିକ୍ଷାବିତ୍ ପ୍ରଭାକର ତ୍ରିପାଠୀ, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହି, ପ୍ରମୁଖ ଯୋଗ ଦେଇଥିଲେ । ପୂର୍ଣ୍ଣ ବେହେରା, କର୍ଣ୍ଣଲ ଅଶୋକ ତ୍ରୀପାଠୀ, ସୁଦୀପ ସାହୁ, ରଶ୍ମିତା ଦଳାଇ,ପ୍ରଣିତା ହୋତା, ଅସ୍ମିତା ମହାନ୍ତି, ପ୍ରଣବ ପଣ୍ଡା, ସଂଗ୍ରାମ ପାଢ଼ୀ, ସନ୍ଦ୍ୟl ରାଣୀ ପଟ୍ଟନାୟକ, ପୁଷ୍ପଲତା ପାଣିଗ୍ରାହି, ଶାବନା ଦାସ, , ଶିବାନନ୍ଦ ବାରିକ, ରାଇ ରଞ୍ଜନ ନନ୍ଦ, ଭାରତୀ ପାତ୍ର, ମିହିର ତ୍ରୀପାଠୀ, ଦେବୀ ପ୍ରସାଦ ସୁବୁଦ୍ଧି, ପ୍ରଶାନ୍ତ ପାତ୍ର,ମନୋଜ ପାତ୍ର, ରୋଟାରୀ ପ୍ରେସିଡେଣ୍ଟ ସ୍ଵାଧୀନ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *