ପିଲେ ଆଙ୍କିଲେ,କହିଲେ ଅବବ୍ଦୁଲ କଲାମ୍ ଙ୍କ କ୍ରୁତି।

0
Spread the love


ପୁରୀ(ରବୀନ୍ଦ୍ର କୁମାର):ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦେଶର ପ୍ରାକ୍ତନ ରାଷ୍ଟ୍ରପତି ତଥା ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଅବଦୁଲ କଲାମ ଙ୍କ ଜନ୍ମ ଦିବସ ଅବ୍ୟାହତ ପୂର୍ବରୁ ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା କ ପ୍ରତେକ୍ଷ ତତ୍ୱଭାଧରେ ବିଦ୍ୟାଳୟ ସ୍ତରୀୟ ବତ୍ରୁତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି ,ଏହି କାଯ୍ୟକ୍ରମ ରେ ପୁରୀ ସଦର ଓ ପୌରାଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ରୁ ୧୨୦ ଜଣ ଛାତ୍ରୀଛାତ୍ରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କଲାମ ଙ୍କ ସର୍ବସ୍ରେଷ୍ଟ କୃତି କୁ ଚିତ୍ର ରେ ରୁପଦେଇଥିବା ବେଳେ କଲାମ ଭାରତର ଗର୍ବ ଓ ଗୌରବର ବକ୍ତୃତା ରେ ବାର୍ତା ଦେଇଥିଲେ ବକ୍ତୃତା କନିଷ୍ଠ ବିଭାଗରେ ମଦର୍ଶ ପବ୍ଲିକ ସ୍କୁଲ ର ଛାତ୍ରୀ ଶିବାଙ୍ଗୀ ମହାପାତ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ଦିବ୍ୟାଂଶୀ ମହାପାତ୍ର ମଦର୍ଶ ପବ୍ଲିକ ସ୍କୁଲ ର ଛାତ୍ର ସଦ୍ୟ।ନ୍ତ ଶତପଥି ଯଥାକ୍ରମେ
1ମ,2ୟ,3ୟ ସ୍ଥାନ ଅଧିକାର କରିଥିବାବେଳେ ବରିଷ୍ଠ ବିଭାଗରେ ଦି.ଏ.ଭ ପବ୍ଲିକ ସ୍କୁଲର ଛାତ୍ରୀ ସ୍ମୃତିରେଖା ସାହୁ ଏବଂ ସ୍ମୃତି ମିଶ୍ର ଯଥାକ୍ରମେ 1ମ,2ୟ ସ୍ଥାନ ଅଧିକାର କରିଥିବାବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅନୁଷ୍କା ମହାନ୍ତି 3ୟ ସ୍ଥାନ ଅଧିକାର କରିଛନ୍ତି.
ଚିତ୍ରାଙ୍କନ ବରିଷ୍ଠ ବିଭାଗରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଅନିଶା ପଟ୍ଟନାୟକ,ସେଣ୍ଟ ଯଭିଏର ହାଇ ସ୍କୁଲ ର ଛାତ୍ରୀ ଶ୍ରେୟା ମହାନ୍ତି, ଦି.ଏ.ଭ ପବ୍ଲିକ ସ୍କୁଲର ଛାତ୍ର ପ୍ରୟାଗ ମିଶ୍ର 1ମ,2ୟ,3ୟ ସ୍ଥାନ ଅଧିକାର କରିଥିବାବେଳେ କନିଷ୍ଠ ବିଭାଗରେ ଦି.ଏ.ଭ ପବ୍ଲିକ ସ୍କୁଲର ଛାତ୍ରୀ ଅରସିଖା ରଥ, ସ୍ଵୀକୃତି ମହାପାତ୍ର 1ମ,2ୟ ସ୍ଥାନ ଅଧିକାର କରିଥିବାବେଳେ ପୁରୀ ଜିଲ୍ଲା ସ୍କୁଲ ର ଛାତ୍ରୀ ଶୁଭଶ୍ରୀ ଦାସ 3ୟ ସ୍ଥାନ ଅଧିକାର କରିଛନ୍ତି.
ଶିବସୁନ୍ଦର ମିଶ୍ର,ବିଜୟ ପଣ୍ଡା,ପ୍ରଦୀପ ରାୟ,କରୁଣାକର ଭୋଳ,ବକ୍ତୃତା ବିଭାଗରେ ବିଚାରକ ରୂପେ ଯୋଗ ଦେଇଥିବା ବେଳେ ଚିତ୍ରାଙ୍କନରେ ଚନ୍ଦ୍ର ମହାରଣା ,ଦୁର୍ଗାମାଧବ କର,ସତ୍ୟ ପ।ଢି ,ସସ୍ମିତା ମହାରଣା ବିଚାରକ ଭାବେ ଯୋଗ ଦେଇଥିଲେ.
ଶୁଭଲକ୍ଷ୍ମୀ ଦାସ ,ବନିତା ଦୀକ୍ଷିତ ,ଶୁଭଜିତ ପଣ୍ଡା ,ଅନ୍ନପୂର୍ଣ୍ଣା ରଥ,ଅମର ମହାନ୍ତି କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସମସ୍ତ ପ୍ରତିଯୋଗୀଙ୍କୁ oct 15 ବିଶ୍ୱବିଦ୍ୟାର୍ଥି ଦିବସରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସମ୍ପାଦକ ଘୋଷଣା କରିଛନ୍ତି.

Leave a Reply

Your email address will not be published. Required fields are marked *