ନୟାଗଡ଼ବାସୀଙ୍କ ଅଧିକାର ପାଇଁ ଲଢେଇ ଆହୁରି ଶାଣିତ ହେବ:- ନବୀନ ପଟ୍ଟନାୟକ

0
Spread the love

ଭୁବନେଶ୍ଵର:-ଶଙ୍ଖ ଭବନରେ ଜିଲ୍ଲାର ନେତୃବୃନ୍ଦ, ବିଭିନ୍ନ ପଦାଧିକାରୀଙ୍କ ସହ ବିଜେଡ଼ି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଭେଟି ଆଲୋଚନା କରିଛନ୍ତି।

ବିଜେଡି ସରକାର ସମୟରେ ଅନେକ ଉନ୍ନୟନମୂଳକ କାମ ହୋଇଛି। ଏହାକୁ ବ୍ୟାପକ କରି ଲୋକଙ୍କ ନିକଟକୁ ଯାଇ ସେବା କରିବା ପାଇଁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *