ଉତ୍କର୍ଷ ଓଡ଼ିଶା ଲୋଗୋ ଉନ୍ମୋଚିତ କରିଲେ ମୂଖ୍ୟମନ୍ତ୍ରୀ।

0
Spread the love

ଭୁବନେଶ୍ଵର:-ଉତ୍କର୍ଷ ଓଡ଼ିଶା ମେକ୍ଇନ୍ଓଡିଶା କନକ୍ଲେଭ ର ଲୋଗୋ ଉନ୍ମୋଚିତ।ସାରା ବିଶ୍ୱର ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସ୍ୱାଗତ।୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ହେବ: ମୋହନ।
ଆସନ୍ତା ଜାନୁଆରି ୨୮ ଓ ୨୯ରେ ହେବ ‘ଉତ୍କର୍ଷ ଓଡ଼ିଶା’।

Leave a Reply

Your email address will not be published. Required fields are marked *