
ପାଟଣାଗଡ଼:-୨ ଦଫା ଦାବିରେ ୧୨ ଘଣ୍ଟିଆ ପାଟଣାଗଡ଼ରେ ବନ୍ଦ ପାଳନ। ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍ ଦାବିରେ ବନ୍ଦ ପାଳନ। ବଲାଙ୍ଗୀର-ନୂଆପଡ଼ା ଭାୟା ପାଟଣାଗଡ଼ ଦେଇ ନୂଆ ରେଳ ଲାଇନ୍ ଦାବି। ସିଟିଜେନ୍ ଫୋରମ୍ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ। ଦୋକାନବଜାର ବନ୍ଦ ରହିଛି, ଗାଡ଼ି ଚଳାଚଳ ସ୍ବାଭାବିକ।