ପୁରୀ ରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ନୌସେନା ମୁଖ୍ୟ।

0
Spread the love

ପୁରୀ:ପୁରୀ ଗସ୍ତରେ ନୌସେନା ମୁଖ୍ୟ ଆଡମିରାଲ ଦୀନେଶ ତ୍ରିପାଠୀ। ପୁରୀରେ ନୌସେନା ଦିବସ ପାଳନ ନେଇ ସମୀକ୍ଷା କଲେ। ପୁରୀ ବେଳାଭୂମିରେ ସମୀକ୍ଷା ପରେ ବୈଠକ କଲେ। ନଭେମ୍ବର ୪ରେ ପୁରୀରେ ପାଳନ ହେବ ନୌସେନା ଦିବସ। ଅନ୍ୟ ପଟେ ବେଳାଭୂମିରେ ଲାଗିଲା ୫ଜାହାଜ। ଆଗକୁ ଆସିପାରେ ଆଉ ଅଧିକ ଜାହାଜ ।

Leave a Reply

Your email address will not be published. Required fields are marked *