ଅଖିଳବିଶ୍ୱ ଗାୟତ୍ରୀପରିବାର ତରଫରୁ ରଥ ଯାତ୍ରା ଅନୁଷ୍ଠିତ।

0
Spread the love

ବ୍ରହ୍ମପୁର:- ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ତରଫରୁ ଆସନ୍ତା ଡ଼ିସେମ୍ବର ମାସରେ ଓଡ଼ିଶାରେ ଅନୁଷ୍ଠିତ ହେବ ଜ୍ୟୋତି କଳଶ ରଥଯାତ୍ରା । ଏଥିଲାଗି ହରିଦ୍ୱାର(ଉତ୍ତରାଖଣ୍ଡ), ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜ ଠାରେ ରଥ ର ଶୁଭାରମ୍ଭ ହୋଇସାରିଛି।

ଏହି ପରିପ୍ରେକ୍ଷୀରେ ହରିଦ୍ୱାର, ଶାନ୍ତିକୁଞ୍ଜ ରେ ଓଡିଶା ରାଜ୍ୟ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଥିଲା।ଏଥିରେ ଓଡିଶାରୁ ୭୦୦ ରୁ ଉର୍ଦ୍ଧ ଗାୟତ୍ରୀ ପରିବାର ର ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ। ହରିଦ୍ଵାର ଭକ୍ତ ମାନଙ୍କ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *