ଜାତୀୟ ସ୍ତରୀୟ ନାଟକ ମହୋତ୍ସବର ତୃତୀୟ ରଜନୀରେ ପରିବେଷିତ ହେବ ନାଟକ ” ଅଶାନ୍ତ ଚରିତ”

0
Spread the love

ବ୍ରହ୍ମପୁର:-,ଓଡ଼ିଶା ନାଟ୍ୟ ସଙ୍ଘ ଆନୁକୁଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଜାତୀୟ ସ୍ତରୀୟ ନାଟକ ମହୋତ୍ସବର ତୃତୀୟ ରଜନୀରେ ବ୍ରହ୍ମପୁର ସହରର ଆମେ କଳାକାର ଅନୁଷ୍ଠାନ ତରଫରୁ ପ୍ରଦର୍ଶିତ ହେବ ନାଟକ”ଅଶାନ୍ତ ଚରିତ” । ନାଟ୍ୟକାର ରବି ନାରାୟଣ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ଏହି ନାଟକରେ ଗିରିଜା ଶଙ୍କର ଦାଶ, ସଜ୍ଞା ସମାହିତ ପାଢ଼ୀ, ରାଜେଶ କୁମାର ନାୟକ , ସରୋଜ କୁମାର ପଣ୍ଡା, ଅକ୍ଷୟ କୁମାର ଭୂୟାଁ, ଡି.ଶିବ ଶଙ୍କର ପାତ୍ର, ସୁଶ୍ରୀ ସସ୍ମିତା ରାଣୀ ରାଉତ ଅଭିନୟ କରୁଥିବା ବେଳେ ଅରୁଣ କୁମାର ସାହୁ ସଙ୍ଗୀତ ସଜାଇଛନ୍ତି। ରାମ ଚନ୍ଦ୍ର ସାସମଲ , ଇଂ.ମନୋଜ କୁମାର ଦଣ୍ଡପାଟ, ସୁନିଲ କୁମାର ସ୍ବାଇଁ , ମିହିର ତ୍ରିପାଠୀ, ପ୍ରୋଯୋଜନରେ ସହଯୋଗ କରିବା ନିମନ୍ତେ ଗସ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *