ଭୁବନେଶ୍ୱର ସନ ସାଇନ ହସ୍ପିଟାଲ ପକ୍ଷରୁ ଆୟୋଜିତ ହୋଇଛି ସଚେତନତା ରାଲି।

0
Spread the love

ବ୍ରହ୍ମପୁର(କପିଳ ପାଢ଼ୀ):-ସେପ୍ଟେମ୍ବର ୨୯ ତାରିଖ କୁ ବିଶ୍ୱ ହୃଦୟ ଦିବସ ଭାବେ ପାଳିତ କରାଯାଉଛି।, SUNSHINE Hospital, Bhubaneswar ପକ୍ଷରୁ , ନୀଳକଂଠ ନଗର ସରସ୍ୱତୀ ଡିଗ୍ରୀ ବିଦ୍ୟାମନ୍ଦିର ସହଯୋଗ ରେ ଏକ ୱାକାଥନ୍ ଆୟୋଜନ ହୋଇଥିଲା। ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର,, ପି.ଜି. ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, , ଏବଂ SUNSHINE Hospital, Bhubaneswar ର ନିର୍ଦ୍ଦେଶକ ଡାକ୍ତର ଆୟସକାନ୍ତ ମହାନ୍ତି ସଚେତନତା ରାଲି ର ଶୁଭ ଆରମ୍ଭ କରିଥିଲେ। ସଂମ୍ମାନୀତ ଅତିଥିଭାବେ ଅତିରିକ୍ତ ଏସ.ପି. ରମେଶ ସେଠି, ସରସ୍ୱତୀ ବିଦ୍ୟାମନ୍ଦିର ପ୍ରାଧାନାଚାର୍ଯ୍ୟ,ଏମ.ମୋହନ ରାଓ, , ସୁରେଶ ଆଚାର୍ଯ୍ୟ, SUNSHINE Hospitalର କର୍ଡିଓଲୋଜି କନ୍ସଲଟାଣ୍ଟ ଡାକ୍ତର ରିତେଶ ଆଚାର୍ଯ୍ୟ, ,CTVS କନ୍ସଲଟାଣ୍ଟ,ଡାକ୍ତର ସ୍ୱେତାଙ୍କ ଦାସ, SUNSHINE Hospital, Bhubaneswar ଏବଂ ବ୍ରହ୍ମପୁର ର ଯୁବ ସମାଜସେବୀ ତଥା ଫାର୍ମାସିଷ୍ଟ ରଜୀବ କୁମାର ମିଶ୍ର, ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ସରସ୍ୱତୀ ଡିଗ୍ରୀ ମହାବିଦ୍ୟାଳୟର ପ୍ରାଧାନାଚାର୍ଯ୍ୟ ଡାକ୍ତର ସୁବ୍ରତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।ଏହି ଅବସରରେ ବହୁ ଛାତ୍ରଛାତ୍ରୀ ୱାକାଥନ୍ରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *