“ମାସ୍କୋ”ର ସଭାନେତ୍ରୀ ଭାଗ୍ୟଲକ୍ଷ୍ମୀ ସାହୁଙ୍କର ଶ୍ରଦ୍ଧାଞ୍ଜଳୀ ସଭା।

0
Spread the love


ବ୍ରହ୍ମପୁର:- ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ମାସ୍କୋ”ର ସଭାନେତ୍ରୀ ଭାଗ୍ୟଲକ୍ଷ୍ମୀ ସାହୁଙ୍କର ଶ୍ରଦ୍ଧାଞ୍ଜଳୀ ସଭା “ମାସ୍କୋ” କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଡାକ୍ତର ରାମକୃଷ୍ଣ ସାହୁ,ବିଶିଷ୍ଟ ଡାକ୍ତର ନକୁଳ ସାହୁ,ସାହିତ୍ୟିକା ବନ୍ଦନା ମହାପାତ୍ର,ସୁଧାଞଳି ମିଶ୍ର,ବଦ୍ରୀ ପ୍ରସାଦ ପାତ୍ର,ପି.ବୁଦ୍ଧଦେବ ପାତ୍ର,କାଳୀ ପ୍ରସାଦ ଶତପଥୀ,ସୁନିଲ କୁମାର ସାବତ,ପପୁନ୍ କୁମାର ମହାରଣା,ଜଗନ୍ନାଥ ସାହୁ,ସନ୍ତୋଷିନି ବେହେରା,ଆଦିତ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହି ଦିବ୍ୟଙ୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ। ଏହା ପୂର୍ବରୁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *