ନକଲି ଗୁଟଖା କାରଖାନା ଜବତ ଓ ତଦନ୍ତ ଜାରୀ।

0
Spread the love

ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଉଁଶିଆ ପଲ୍ଲୀ ଗ୍ରାମରେ ସଦର ଥାନା ଅଧିକାରୀ ଙ୍କ ନେତୃତ୍ୱରେ ଏକ ଗୁଟଖା କାରଖାନା ଉପରେ ଚଢାଉ କରି ୬ ପ୍ରକାର କମ୍ପାନୀର ଗୁଟଖା ଓ ପାନ ମସଲା ସମେତ ବହୁ ମେସିନ ଓ ପୁଡିଆ ଜରି ଜବତ କରିଛନ୍ତି। ଚଢାଉ ସମୟ ରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟୀ ପାଢ଼ୀ ଓ ଜି ଏସ୍ ଟି ଅଧିକାରୀ ମାନେ ଉପସ୍ଥିତ ଥିଲେ ଓ ନକଲି କାରଖାନା ମାଲିକ ନରେନ୍ଦ୍ର ସାହୁଙ୍କୁ ଘଟଣାସ୍ଥଳରୁ ଉଠେଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।

Leave a Reply

Your email address will not be published. Required fields are marked *