ପତିତପାବନଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

0
Spread the love

ପୁରୀ : ଶ୍ରୀମନ୍ଦିର ନିକଟରେ ପହଞ୍ଚି ପତିତପାବନଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ପୂଜ୍ୟପାଦ ପୁରୀ ଗୋବର୍ଦ୍ଧନ ପୀଠାଧିଶ୍ବର ଶ୍ରୀମଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଜୀ ମହାରାଜ ପ୍ରତ୍ୟେକ ବର୍ଷ ପରି ଏବର୍ଷ ଚାତୁଃମାସ ବ୍ରତ ବ୍ଯାସ ପୂର୍ଣିମା ଠାରୁ ଆରମ୍ଭ କରି ଆଜି ସମାପନ ପୂର୍ବକ ଗୋବର୍ଦ୍ଧନ ପୀଠରୁ ବାହାରି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରୁ ପତିତପାବନଙ୍କୁ କଲେ ଦର୍ଶନ। ଚର୍ତୁମାସ ବ୍ରତ ସମାପନ ପରେ ଆଜିପତିତପାବନଙ୍କ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ। ଏହା ପରେ ଗୋଶାଳା, ମା ବାଟମଙ୍ଗଳା ଓ ସମୁଦ୍ର ଆଳତୀ କରି ଗୋବର୍ଦ୍ଧନ ପୀଠକୁ ପ୍ରତ୍ୟାବର୍ତ୍ତନ କରିବେ ଶଙ୍କରାଚାର୍ଯ୍ୟ।

Leave a Reply

Your email address will not be published. Required fields are marked *