
ଭୁବନେଶ୍ୱର: ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାର ହେବ ତଦନ୍ତ।ମାମଲା ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ।ରାସ୍ତାରେ ଦୁର୍ବ୍ୟହାର କରିଥିବା ରୋଡ୍ ରୋମିଓଙ୍କୁ ଚିହ୍ନଟ କରାଯିବ।ମେଜରଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ହେବ।ମୂଳ ଘଟଣାର ମଧ୍ୟ ତଦନ୍ତ କରାଯିବ କହିଲେ ଡିଜିପି।