ମେଜରଙ୍କୁ ମାଡ଼ ମାରିବା ଘଟଣା ରେ ୫ ପୋଲିସ ସସ୍ପେଣ୍ଡ।
ଭୁବନେଶ୍ଵର:-ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣାରେ ୫ ପୋଲିସ ନିଲମ୍ବିତ।୫ ପୋଲିସ କର୍ମଚାରୀଙ୍କ ବିରୋଧରେ ଡିଜିପିଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।ଭରତପୁର ଥାନାର ପୂର୍ବତନ IIC ଦିନକୃଷ୍ଣ ମିଶ୍ର ସସ୍ପେଣ୍ଡ।SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରିକା ରଥ ସସ୍ପେଣ୍ଡ।କନଷ୍ଟେବଲ ବଳରାମ ହାଁସଦା ମଧ୍ୟ ନିଲମ୍ବିତ।ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ।