ବିଜେପି ଇତିହାସକୁ ବିକୃତ କରିବାର ହୀନ ଉଦ୍ୟମ କରୁଛି : ବିଜେଡି
ଭୁବନେଶ୍ବର: ରେଭେନ୍ସାର ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ଏ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଡଃ ଲେନିନ୍ ମହାନ୍ତି । ଇତିହାସକୁ ବିକୃତ କରିବା ପାଇଁ ବିଜେପି ସରକାର ଉଦ୍ୟମ ଜାରି ରଖିଛନ୍ତି । ଇତିହାସକୁ ଚର୍ଚ୍ଚା କରିବା ବେଳେ ଦୃଷ୍ଟିଭଙ୍ଗୀର ପ୍ରମୁଖ ଭୂମିକା ରହିଛି। ବିଜେପି ଓ କିଛି ବ୍ୟକ୍ତିବିଶେଷ ରେଭେନ୍ସାର ଐତିହ୍ୟକୁ ନିନ୍ଦା କରିବାକୁ ଉଦ୍ୟମ ଜାରି ରଖୁଥିବା ଅଭିଯୋଗ କଲା ବିଜେଡି । ଓଡିଶାକୁ ଗଠନ କରିବା ଦିଗରେ ପ୍ରମୁଖ ଭୂମିକା ନେଇଥିବା ମଧୁ ବାବୁ, ଫକୀର ମୋହନ ସେନାପତି 16 ଉତ୍କଳ ସମ୍ମିଳନୀର ବିଭିନ୍ନ ମହାମନିଷୀମାନଙ୍କ ପ୍ରତି ଅତି କଟୁ ମନ୍ତବ୍ୟ ଦେଇ ଆସୁଛି ବିଜେପି ।
ନଅଙ୍କ ଦୁର୍ଭିକ୍ଷ ପା ପାଇଁ ଯଦି ଟି. ରେଭେନ୍ସା ଦାୟୀ ତା’ ହେଲେ କୋଭିଡ ପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ କଲେ ଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଯାହାକୁ ନାହିଁ ତାକୁ ବ ବଦନାମ ମ କରିବା ଏହା ଓଡ଼ିଶା ପରମ୍ପରା ନୁହେଁ । ବିଜୁ ବାବୁ କି ଫ; ଫକୀର ମୋହନ କ’ଣ ଭାରତ ରତ୍ନ ପାଇଁ ଯୋଗ୍ୟ ନୁହନ୍ତି ? ରେଭେନ୍ସା ବୋର୍ଡ ବଦଳାଇବାକୁ ଚେ ଚେଷ୍ଟା କରୁଛେ, ଛ, କିନ୍ତୁ ଗୋଟେ ନୂଆ ଅନୁଷ୍ଠାନ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କଲା ବିଜେଡି । ୧୫୦ ବର୍ଷରୁ ଅଧିକ ହେଲାଣି ରେଭେନ୍ସା ଛିଡା। ହୋଇଛି। ଗୌରବମୟ ଇତିହାସକୁ କଳୁଷିତ କରି କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଓଡ଼ିଶାରେ ଏକ ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ ମିନେନ୍ସକୁ ନେଇ ଆସନ୍ତା ନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ଡଃ ମହାନ୍ତି । ଏହି ସାମ୍ବାଦିକ ସମ୍ମିଳନୀ 1ରେ ମୁଖପାତ୍ର ବିଶ୍ଵ ପ୍ରତାପ ସାହୁ ଓ ଅରୁପ ଶ୍ରୀଚନ୍ଦନ ଉପସ୍ଥିତ ଥିଲେ ।