ରୁବେନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର,୧୨୦ ୟୁନିଟ ରକ୍ତ ସଂଗ୍ରହ
ବ୍ରହ୍ମପୁର: ସ ହିଲପାଟଣା ଗଣେଶ ମନ୍ଦିର ନିକଟରେ ଥିବା କଲ୍ୟାଣ ମଣ୍ଡପରେ ସ୍ବର୍ଗତ ରୁବେନ୍ ଙ୍କ ସ୍ମୃତିରେ ରୁବେନ ଚାରିଟେବୁଲ ଟ୍ରଷ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଯୋଗ ଦେଇଥିବା ବେଳେ ସଂମାନିତ ଅତିଥିଭାବେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ବରିଷ୍ଠ ବିଜେପି ନେତା କାମନା ପାଢ଼ୀ ,ଡେପୁଟି ମେୟର ଇ .ବିବେକ ରେଡ଼ି,ଅର୍ବାନ ବ୍ୟାଙ୍କ ସଭାପତି ଆର.ମୁରଲୀ ମୋହନ,କର୍ପୋରେଟର ଡ଼ି.କରୁଣାକର,ରଣ୍ଡା ସରପଞ୍ଚ ଅଜିତ ରାଉଳ,ଯୁବନେତା ଶିବସେଠୀ ଓ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ କ୍ରିଷ୍ଣା ମୋହନ ରେଡ୍ଡୀ ଆଦି ଯୋଗଦେଇ ଚାରିଟେବୁଲ ଟ୍ରଷ୍ଟ ଉଦଘାଟନ କରିବା ସହ ସ୍ବର୍ଗତ ରୁବେନ୍ ଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ ।। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ, ଆଇନଜୀବୀ ଲଳିତ ମଙ୍ଗରାଜ, ସୁଶାନ୍ତ ସାବତ, ଫିଲ୍ମମ ନିର୍ଦ୍ଦେଶଶିବ ସତ୍ୟମ, ବାପିପଣ୍ଡା, ପିଣ୍ଟୁଜେନା,ଚନ୍ଦ୍ର ଶେଖର ଗୌଡ଼, ସୁଶାନ୍ତ ଗୌଡ଼, ଗୋପାଳ ରେଡ଼ି, ସତ୍ୟନାରାୟଣ ପାତ୍ର,ତାପସ ସାହୁ,ପିଣ୍ଟୁ ବେହେରା,ସନ୍ଦୀପ ସାହୁ ମୋଗଲି , ଧର୍ମାସ୍ୱାମୀ, ସନ୍ତୋଷିନୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ରୁବେନ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତଟ୍ରଷ୍ଟର କର୍ମକର୍ତ୍ତା ଚୟନ ହୋଇଥିଲା ।ସଭାପତି ସାଗର ପାଢ଼ୀ,ଉପସଭାପତି ପ୍ରମିତ ରଞ୍ଜନ ମହାପାତ୍ର, ସମ୍ପାଦକ କେ.ଲକ୍ଷ୍ମଣ ରାଓ ଅରଫ ରାଜେନ୍, ଯୁଗ୍ମସମ୍ପାଦକ ଇ ଶ୍ରୀକାନ୍ତ ଦୋରା ଓରଫ ବିନ୍ଦୁ ,କୋଷାଧ୍ୟକ ଅଜିତ ପାତ୍ର ଭାବେ ଚୟନ ହୋଇଥିବା ବେଳେ କେ କ୍ରିଷ୍ଣା ରାଓ ଓ କେ ତରୁନ ରାଓ ପରାମର୍ଶଦାତା ଭାବେ ଚୟନ ହୋଇଛନ୍ତି । ଏଥିରେ ୧୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହିଶିବିରରେ ରୁବେନଙ୍କ ଭାଇ ଧୀରେନ ରାଓ, ଅରୁନ ରାଓ, ବାପି ପଣ୍ଡା, ପିଣ୍ଟୁ ଜେନା,ସୂର୍ଯ୍ୟ ନାରାୟଣ ଚୌଧୁରୀ, କେ.ପ୍ରଦୀପ କୁମାର, କିଶୋର ପରଦା, ପ୍ରିନ୍ସ କାଳୁ,ଆଲୋକ,ଶୋନୀ ,ଚିନା, ରୀତିସ,ପୂର୍ଣ୍ଣ, ବିଷୁ, ହରି, ଦିପୁ, ଦିଲ୍ଲୀପ, ବୁଡୁ, ରବି, ବବୁଲ, ଶଙ୍କର,କାଳିଆ, ସାନ୍ତୁ,ଗଣେଶ ଓ ରମେଶ ,ସନ୍ତୋଷ ପଣ୍ଡା,ସମେତ ବହୁ ପରିବାର ଲୋକେ ସାମିଲ ରହି ରକ୍ତଦାଦାଙ୍କୁ ଉତ୍ସାହିତ କରିବା ସହ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।