କୋଲକାତାରେ ହେଲା ବୋମା ବିସ୍ପୋରଣ,ଜଣେ ଆହତ।

0
Spread the love

କୋଲକାତା:-କୋଲକାତା ଏସ୍‌ଏନ୍‌ ବାନାର୍ଜୀ ରୋଡ୍‌ରେ ବୋମା ବିସ୍ଫୋରଣ।ବିସ୍ଫୋରଣରେ ବାପି ଦାସ ନାମକ ଜଣେ ବ୍ୟକ୍ତି ଆହତ
ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍।ଡାକ୍ତରଙ୍କ ଆନ୍ଦୋଳନ ସହ ବିସ୍ଫୋରଣର ସଂପର୍କ ଅଛି କି ନାହିଁ, ଚାଲିଛି ତଦନ୍ତ।

Leave a Reply

Your email address will not be published. Required fields are marked *