ରାଜଧାନୀ ରେ ଲାଗିବ ଓମଫେଡ୍ ଭେଣ୍ଡିଂ ମେସିନ୍।

0
Spread the love

ଭୁବନେଶ୍ଵର:-ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଓମଫେଡ୍ ଭେଣ୍ଡିଂ ମେସିନ୍।ଓମଫେଡ୍ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା।ପ୍ରାଥମିକ ପର୍ଯ୍ୟାୟରେ ଜନପଥରେ ଭେଣ୍ଡିଂ ମେସିନ୍ ବସାଇବା ଯୋଜନା।ପରେ ୨୦ଟି ଭେଣ୍ଡି ମେସିନ୍ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଯିବ।

Leave a Reply

Your email address will not be published. Required fields are marked *